"୧୭ ଜୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୪ କ ଧାଡ଼ି:
 
== ଘଟଣାବଳୀ ==
* ୧୭୭୫- ବଂକର ହିଲ ରହିଲର ଯୁଦ୍ଧ ରେ ବ୍ରିଟିସ ସେନା ଆମେରିକାର ମହାଦ୍ଵୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ଵୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ଵାଧୀନତା ସଂଗ୍ରାମ ଜାରୀ ରହିଲା ।
* ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
* ୧୯୩୮- ଜାପାନ , ଚୀନ ଵିରୋଧ ରେ ଯୁଦ୍ଧ ଘୋଷଣା କଲା ।
୧୦ କ ଧାଡ଼ି:
* ଜର୍ମନୀ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ରେ ସମର୍ପଣ କଲା ।
* ୨୦୧୨- ମିଶରର ଇତିହାସ ରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
* ଚୀନ ରଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷା ରେ ପହଁଚିବାରେ ସଫଳ ହେଲା ।
 
== ଜନ୍ମ ==
"https://or.wikipedia.org/wiki/୧୭_ଜୁନ"ରୁ ଅଣାଯାଇଅଛି