"ହନୁମାନ ମନ୍ଦିର , ସାଲଙ୍ଗପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
{{Infobox Hindu temple|name=କଷ୍ଟଭଞ୍ଜନ ଦେବ ହନୁମାନ ମନ୍ଦିର|image=Kashtbhanjan.jpg|caption=Shri Hanuman Mandir, Sarangpur|pushpin_map=India Gujarat|latm=9|latNS=N|latd=22|longm=46|longEW=E|longd=71|lats=23|longs=19|map_caption=Location in Gujarat|country=[[India]]|state=[[Gujarat]]|district=[[Botad district]]|location=[[Salangpur, Gujarat|Salangpur]]|primary_deity=[[Hanuman]] in the form of ''Kastbhanjan''|creator=[[Gopalanand Swami]]}}'''ହନୁମାନ ମନ୍ଦିର''' , ଭାରତୀୟ ରାଜ୍ୟ ଗୁଜୁରାଟ ରଗୁଜୁରାଟର ସାରଙ୍ଗପୁର ଠାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ସ୍ଵାମୀନରାୟନ ସଂପ୍ରଦାଯର ଭଡତଳ ଗାଡି ଅଧୀନ ରେ ରହିଛି । ଏହା ଏକମାତ୍ର ସ୍ଵାମୀନାରାୟଣ ମନ୍ଦିର ଯେଉଁଠାରେ ସ୍ଵାମୀନାରାୟଣ ବା  ଶ୍ରୀକୃଷ୍ଣ ଙ୍କ ପ୍ରତିମା ମୁଖ୍ୟ ଆରାଧ୍ୟ ଦେବତା<ref name="isbn052165422X">{{Cite book|url=https://books.google.com/books?id=tPkexi2EhAIC&pg=PA128&dq=hanuman+sarangpur&client=firefox-a#PPA128,M1|title=An introduction to Swaminarayan Hinduism|last=Raymond Brady Williams|publisher=Cambridge University Press|year=2001|pages=128, 96|access-date=May 14, 2009}}</ref> ହିସାବ ରେ ନାହିଁ ।ଏଠାରେ ହନୁମାନ ଙ୍କୁ "କଷ୍ଟଭଞ୍ଜନ" ରୂପ ରେ ଉତ୍ଶର୍ଗିତ କରାଯିଛି । <ref name="isbn0195309219">{{cite book|url=https://books.google.com/books?id=fVFC2Nx-LP8C&pg=PA248&dq=hanuman+sarangpur&client=firefox-a|title=Hanuman's tale|publisher=Oxford University Press US|year=2007|location=|page=248|doi=|oclc=|author=Philip Lutgendorf|accessdate=May 14, 2009}}</ref>
 
== ଇତିହାସ ==
[[ଫାଇଲ:Sarangpur_Hanumanji_Mandir.jpg|ବାଆଁ|thumb|The temple complex before renovation]]
ଏହି ମନ୍ଦିର ସ୍ଵାମୀନାରାୟଣ ସଂପ୍ରଦାଯ ରସଂପ୍ରଦାଯର ଏକ ମୁଖ୍ୟ ମନ୍ଦିର । ଏଠାରେ ହନୁମାନ ଙ୍କ ପ୍ରତିମୂର୍ତି ସଦଗୁରୁ ଗୋପାଳନନ୍ଦ ସ୍ଵାମୀ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ବିଶିଷ୍ଟ ଲେଖକ ରେମଣ୍ଡ ୱିଲିୟମ ଙ୍କ କଥାନୁସାରେ ଯେତେବେଳେ ସଦଗୁରୁ ଗୋପାଳନନ୍ଦ ସ୍ଵାମୀ ଏହାକୁ ସ୍ଥାପନା କଲେ , ସେ ଏକ ଦଣ୍ଡ ସାହାଯ୍ୟ  ରେ ଏହାକୁ ଛୁଇ ଥିଲେ ଓ ମୂର୍ତି ଜୀବନ୍ତ ହେଇଉଠି ଚଳମାନ ହେଇଥିଲା । ଏଠାରେ ତାହା ପରେ ବ୍ୟାଧି ନିରାକରଣ ବିଧି ରବିଧିର ପ୍ରଚଳନ ହେଇଥିଲା । ଏଠାରେ ହନୁମାନ ଙ୍କ ମୂର୍ତି ବିଶାଳ କାୟ ରୂପରେ ବୃହତ ନିଶା ସହ , ପଦ ରେ ଜଣେ  ଦାନବୀ କୁ ଦଳନ  କରୁଥିବା ଅବସ୍ଥା ରେ ବାନର ସହଚର ଙ୍କ ଗହଣ ରେ ଥିବା ରୂପରେ ଦୃଶ୍ୟମାନ କରାଯାଇଛି ।1899 ମସିହା ରେ ମନ୍ଦିର ରମନ୍ଦିରର ନବୀକରଣ କାର୍ଯ୍ୟ ହେଇଥିଲା ଓ ନିକଟ ରେ ଅତିଥି ଆବାସ ନିର୍ମାଣ ସହ ଅଧିକ ସ୍ଥାନ ଆହରଣ କରି ବର୍ତମାନ ରବର୍ତମାନର ଅବସ୍ଥା କୁ ଅଣାଯାଇଥିଲା । <ref>{{cite book|title=Shastriji Maharaj|last=Dave|first=Kishore|publisher=Swaminarayan Aksharpith|year=2009|isbn=81-7526-129-3|location=Ahmedabad|page=44}}</ref>
 
== ଅନୁଗତ ପ୍ରଥା ==