"ସୂଚନା ଡିଜାଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୨ କ ଧାଡ଼ି:
{{[[Data Visualization]]}}
 
'''ସୂଚନା ଡିଜାଇନ''' ଉପଲବ୍ଧ ସୂଚନା ସମୂହ କୁ ସକ୍ରିୟ ଓ ଉପଯୋଗୀ ଭାବରେ ଉପସ୍ଥାପନ କରିବାର ଏକ ପ୍ରଣାଳୀ । ଏହା ସୂଚନା କୁ ସାଧାରଣ ଲୋକ ଭଲ ଭାବରେ ଜାଣିବା ଓ ବୁଝିପାରିବାରେ ସାହାଯ୍ୟ କରିଥାଏ । ଏହା ତଥ୍ୟ କୁ ପ୍ରଦର୍ଶନ କରିବା ପାଇଁ ଥିବା ଗ୍ରାପ୍ଗିକ ଦିଶୟନ ପରି ଆକର୍ଷକ ଓ କଳାତ୍ମକ ନ ହେଇ ମଧ୍ୟ ସରଲା ଓ ସାବଲୀଳ ଭାବରେ ସୂଚନା କୁ ପ୍ରଦର୍ଶନ କରିଥାଏ । ଏହା " ତଥ୍ୟ ପ୍ରଦର୍ଶନ " ପଦ୍ଧତି ସହ ସମାଜସ୍ୟ ରଖିଥାଏ ଓ ତଥ୍ୟ ପ୍ରଦଶନ ବିଦ୍ୟାବିଦ୍ୟାର ର ପାଠ୍ୟକ୍ରମ ରପାଠ୍ୟକ୍ରମର ଅଂଶବିଶେଷ ଭାବରେ ଏହା ଶିକ୍ଷୟା ଦିଅ ଯାଇଥାଏ । .<ref>http://www.design.ccsu.edu/</ref>
 
ସୂଚନା ଦିଜାଇନ ପ୍ରକୃତ ରେ ଏକ କୈଫିଯତ ଦେବାର ଶୈଳୀ । ଏହା ପୃଥିବୀ ରପୃଥିବୀର ବିଭିନ୍ନ ଘଟଣା ଓ ବିଷୟ ରବିଷୟର କୈଫିଯତ ଦେଇଥାଏ , ଯାହା ଦ୍ଵାରା ଜ୍ଞାନ ଓ କାର୍ଯ୍ୟ ରେ ସହାୟତା ହୁଏ । <ref>Per Mollerup, Data Design: Visualising quantities, locations, connections, Bloomsbury Academic, 2015</ref>
 
== ଇତିହାସ ==
୧୦୭୦ ଦଶକ ରେ  ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବ ରେ ଏହି ସୂଚନା ଡିଜାଇନ ରଡିଜାଇନର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ  ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID)  ୧୯୮୭ ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association  ମଧ୍ୟ ୧୯୯୧.<ref>{{cite web|url=http://www.robwaller.org/IDA_origins_RW.pdf |title=The Origins of the Information Design Association |publisher=University of Reading |year=2008 |accessdate=2013-01-30}}</ref> ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ  "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହା ରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦ ରଶବ୍ଦର ବ୍ୟବହାର ଆରମ୍ଭ ହେଇଥିଲା । 
 
== ପ୍ରାରମ୍ଭିକ ଉଦାହରଣ ==
[[ଫାଇଲ:Minard.png|thumb|350x350_ପିକସେଲ|୧୮୬୧ ରେ ନାପୋଲିଆନ ଙ୍କ ସୈନ୍ୟ ଅଗ୍ରଣୀ ଦର୍ଶାଉଥିବା ଏ୩କ ଭିସୁୟାଲ ଗ୍ରାଫିକ ]]
* ୱିଲିୟମ ପ୍ଲାୟଫାୟର ଙ୍କ ମେପ ରେ ଇଂଲଣ୍ଡ ରଇଂଲଣ୍ଡର ବାଣିଜ୍ୟ କୁ ଦର୍ଶାଉଥିବା ଚିତ୍ରସେ ଏଥିରେ ବାର , ଲାଇନ ଓ ଏରିୟା ଚାର୍ଟ ରଚାର୍ଟର ପ୍ରୟୋଗ କରିଥିଲେ  <ref>{{cite web|url=http://www.anychart.com/blog/2015/12/23/first-area-charts-history/ |title=First Ever Area Charts Created 200+ Years Ago |publisher=AnyChart|accessdate=25 December 2015}}</ref><ref name=Tufte>{{cite book|last=Tufte|first=Edward|author-link=Edward Tufte|title=The Visual Display of Quantitative Information|year=1983|publisher=Graphics Press|location=Cheshire, Connecticut|ISBN=0961392142}}</ref>
* ୧୮୫୦ ରେ ଲଣ୍ଡନ ରେ କୋଲେରା ବ୍ୟାଧି ରବ୍ୟାଧିର ସଞ୍ଚରଣ ଦର୍ଶାଇବା ପାଇଁ ଜନ ସ୍ନୋ ଏକ ଗ୍ରାଫ କରିଥିଲେ<ref>{{cite web|last1=Crosier|first1=Scott|title=John Snow: The London Cholera Epidemic of 1854|url=http://webprojects.oit.ncsu.edu/project/bio183de/Black/science/science_reading/8.html|publisher=University of California, Santa Barbara}}</ref>
* ୧୮୬୧ ରେ ନାପୋଲିଆନ ଙ୍କ ସେନା ଙ୍କ ଅଗ୍ରଣୀ ଦେଖାଇବାକୁ ଚାର୍ଲସ ମିନାର୍ଡ  ଏକ ଗ୍ରାଫ ଡିଜାଇନ କରିଥିଲେ<ref>{{cite web|last1=Corbett|first1=John|title=Charles Joseph Minard: Mapping Napoleon's March, 1861|url=http://www.csiss.org/classics/content/58|publisher=Center for Spatially Integrated Social Science|accessdate=21 September 2014}}</ref>
* ୧୯୩୦ ରେ ଭାଷା ସମୂହ ଦେଖେଇବାକୁ ଓଟୋ ନେଉରଥ ଏକ ଗ୍ରାଫିକାଲ ଡିଜାଇନ କରିଥିଲେ <ref>{{cite web|last=Popova|first=Maria|title=The Invention of ISOTYPE: How a Vintage Visual Language Paved the Way for the Infographics Age|url=https://www.brainpickings.org/2011/03/08/the-transformer-isotype/|publisher=Brain Pickings|accessdate=25 December 2015}}</ref>
୨୧ କ ଧାଡ଼ି:
== ପ୍ରଯୁକ୍ତି ସମୂହ ==
[[ଫାଇଲ:DALY_disability_affected_life_year_infographic.svg|thumb|ଜୀବନ କଳା କୁ ଦର୍ଶାଉଥିବା ଏକ ଡିଜାଇନ ]]
[[ଫାଇଲ:Bangalore_Outbound_Trains_Frequency_Chart.png|thumb|350x350_ପିକସେଲ|ବାଙ୍ଗାଲୋର ରୁ ଯାଉଥିବା ଟ୍ରେନ ସମୂହସମୂହର ର ବିବରଣୀ ରବିବରଣୀର ଭିଜୁଆଲ ଗ୍ରାଫିକ ]]
 
== ସାବଲୀଳତା ==
ସୂଚନା ଡିଜାଇନ ରେ ସରଳତା ଅବଲମ୍ବନ ଏକ ମୁଖ୍ୟ ଆଭିମୁଖ୍ଯ । ଏହି ପଦ୍ଧତି ରେ ସୂଚନା ରସୂଚନାର ପରିମାଣ ଗତ ନ୍ୟୁନତା ଘଟିଥିଲେ ମଧ୍ୟ ତାହା ସରଳୀକରଣ ଯୋଗୁଁ ଟହୁ ବୁଝିବା ସାଧାରଣ ଲୋକଙ୍କ ପାଇଁ ସୁବିଧା ହେଇଥାଏ । 
 
== ପୁନଶ୍ଚ ଦେଖଣା ==