"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
ସୁଚେତା କୃପାଲାନି (ପୂର୍ବବର୍ତ୍ତୀ ମଜୁମଦାର, ୨୫ ଜୁନ ୧୯୦୮ - ୧ ଡିସେମ୍ବର ୧୯୭୪ ) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଓ ରାଜନେତ୍ରୀ ଥିଲେ  । ୧୯୬୩ ମସିହା ଅକ୍ଟୋବର ମାସ ରେ ସେ ଭାରତର ସର୍ବପ୍ରଥମ ମହିଳା ଓ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରି ୧୯୬୭ ମସିହା ଯାଏ ଶାସନ ଭାର ସମ୍ଭାଳି ଥିଲେ। ତାଙ୍କ ରାଜ୍ୟକାଳ ମଧ୍ୟ ରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନ ରଦିନର ଆନ୍ଦୋଳନ କୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ । 
 
== ପ୍ରାରମ୍ଭିକ ଜୀବନ ==
୯ କ ଧାଡ଼ି:
== ସ୍ଵାଧୀନତା ପରବର୍ତ୍ତୀ==
[[ଫାଇଲ:Ulla_Lindstrom,_Sucheta_Kripalani,_Sucheta_Kripalani,_Cairine_Wilson_and_Eleanor_Roosevelt.jpg|thumb|୧୯୪୯ ମସିହା ରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟ ଙ୍କ ସହ ସୁଚେତା]]
ସ୍ଵାଧୀନତା ପରେ ସୁଚେତା ସକ୍ରିୟ ରାଜନୀତି ରେ ରହି ୧୯୫୨ ସାଧାରଣ ନିର୍ବାଚନ ରେ ସେ ନୂଆ ଦିଲ୍ଲୀ ରେ ଏକ ନୂତନ ଦଳ କେ ଏମ ପି ପି (କିଷାନ ମଜଦୁର ପ୍ରଜା ପାର୍ଟି)ତରଫ ରୁ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ମନମୋହିନୀ ସହଗଳ ଙ୍କୁ ପରାସ୍ତ କରିଥିଲେ । ସେହି ସମୟ ରେ ତାଙ୍କ ସ୍ଵାମୀ ଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସ କୁ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶ ରପ୍ରଦେଶର ଗୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ । 
 
ପରେ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହା ରୁ ୧୯୬୩ ମସିହା ଯାଏ ରାଜ୍ୟ ରରାଜ୍ୟର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।
 
ସୁଚେତା ୧୯୭୧ ମସିହା ରେ ରାଜନୀତି ରୁ ସନ୍ୟାସ ଗ୍ରହଣ କରି ୧୯୭୪ ରେ ତାଙ୍କର ପରଲୋକ ପର୍ଯ୍ୟନ୍ତ ନିରୋଳା ଜୀବନ ଯାପନ କରିଥିଲେ ।