"ସାଲବେଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା) |
ଟିକେ Bot: Automated text replacement (- ର +ର ) |
||
୫୫ କ ଧାଡ଼ି:
===ଦାଣ୍ଡମୁକୁନ୍ଦପୁର ଗ୍ରାମ ସହ ସାଲବେଗଙ୍କ ସମ୍ପର୍କ===
ସାଲବେଗଙ୍କ ମାମୁଁ ଘର ପୁରୀ ଜିଲ୍ଲାର [[ପିପିଲି]] ନିକଟବର୍ତ୍ତୀ [[ଦାଣ୍ଡମୁକୁନ୍ଦପୁର]] ଗ୍ରାମରେ ଅଟେ। <ref>{{cite news|last=ଦାଣ୍ଡମୁକୁନ୍ଦପୁର ଗ୍ରାମରେ ଅଟେ|first=ସାଲବେଗଙ୍କ|title=ସାଲବେଗଙ୍କ ସ୍ମୃତିପୀଠ|url=http://www.dharitri.com/chhutidina/050715/p5.htm|accessdate=7 January 2017|newspaper=dharitri|date=5 July 2015|page=5|pages=5|language=ଓଡ଼ିଆ}}</ref>ଏହି ସ୍ଥାନ ସାଲବେଗଙ୍କ ସ୍ମୃତିପୀଠ ରୂପେ ପ୍ରସିଦ୍ଧି ଲାଭ କରିଛି।ଦାଣ୍ଡମୁକୁନ୍ଦପୁର ସାଲବେଗଙ୍କ ମାମୁଁ ଘର ବୋଲି କେତେକ ପୁସ୍ତକରେ ମଧ୍ୟ ବର୍ଣ୍ଣନା କରାଯାଇଛି।[[ରାମଦାସ]] [['ଦାଢ୍ୟତା ଭକ୍ତି']] ରେ ସାଲବେଗଙ୍କ ମା' ଦାଣ୍ଡମୁକୁନ୍ଦପୁର ଗ୍ରାମକୁ ଉତ୍ତମ ଗ୍ରାମ ବୋଲି କହିବା ସହିତ ଶାଶୁ ଶଶୁରଙ୍କ ଅନୁପସ୍ଥିତିରେ ସ୍ନାନ କରୁଥିବା ସମୟରେ ସାଲବେଗଙ୍କ ପିତା ତାଙ୍କୁ ଅପହରଣ କରିଛନ୍ତି କହିବା କଥାକୁ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି।୧୬୦୭ ଖ୍ରୀଷ୍ଟବ୍ଦରେ ତତ୍କାଳୀନ ବିହାରର ସୁବେଦାର ଥିଲେ ଲାଲବାଗ।ଲାଲବାଗ [[ମୋଗଲ]] ସମ୍ରାଟ [[ଜାହାଙ୍ଗୀର]]ଙ୍କ ଏକାନ୍ତ ଅନୁଗତ କୁଲୀ ଖାଁ ଅଟନ୍ତି।ଏହି ସମୟରେ ଲାଲବେଗ ମୋଗଲ ସେନା ସହ ପୁରୀ [[ଜଗନ୍ନାଥ ମନ୍ଦିର]] ଆକ୍ରମଣ କରିବାକୁ ଯାଉଥିଲେ।ସେହି ସମୟରେ ଦାଣ୍ଡମୁକୁନ୍ଦପୁର ଗ୍ରାମରାସ୍ତା ପାର୍ଶ୍ୱରେ ଥିବା ବଡ଼ ପୋଖରୀରେ ଜଣେ ବାଲ୍ୟ ବିଧବା [[ବ୍ରାହ୍ମଣ]] ଯୁବତୀ ସ୍ନାନ କରୁଥିଲେ।ଲାଲବାଗ ତାଙ୍କୁ ଦେଖି ଆକର୍ଷିତ ହୋଇ ଅପହରଣ କରିନେଇଥିଲେ।କିନ୍ତୁ ସେହି ବିଧବା ଲାଲବାଗଙ୍କ ନିକଟରେ ନିଜକୁ ସମର୍ପଣ ନକରି ଆତ୍ମହତ୍ୟା କରିବାକୁ ସଂକଳ୍ପ ବଦ୍ଧ ହେଲେ।ଏହାଦ୍ୱାରା ଲାଲବେଗ ବିଚଳିତ ହୋଇପଡିଥିଲେ।ତେଣୁ ସେ ବ୍ରାହ୍ମଣୀଙ୍କ ସମସ୍ତ ସର୍ତ୍ତ ମାନିନେଇ ତାଙ୍କୁ ନିଜର ପତ୍ନୀ ରୂପେ ଗ୍ରହଣ କଲେ।ବ୍ରାହ୍ମଣୀଙ୍କ ସର୍ତ୍ତ ଥିଲା ଯେ, ଲାଲବେଗ [[ପୁରୀ]] ଜଗନ୍ନାଥ ମନ୍ଦିର କି ଅନ୍ୟ କୌଣସି ହିନ୍ଦୁ ଦେବାଦେବୀ ମନ୍ଦିର ଉପରେ ଆକ୍ରମଣ କରିବେ ନାହିଁ ଓ ତାଙ୍କୁ କୌଣସି ମୁସଲମାନ ବିଧିବିଧାନ ମାନିବା ପାଇଁ ବାଧ୍ୟ କରିବେ ନାହିଁ।ତେଣୁ ଲାଲବାଗ ପୁରୀର ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡମୁକୁନ୍ଦପୁର ଠାରୁ ଫେରିଯାଇଥିଲେ।ଏହି ବ୍ରାହ୍ମଣୀ ଲାଲବେଗଙ୍କ ପତ୍ନୀ ହୋଇକି ମଧ୍ୟ ପବିତ୍ର ମନରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତି କରୁଥିଲେ। କିଛିଦିନ ପରେ ତାଙ୍କ ଏକ ପୁତ୍ର ସନ୍ତାନ ଜାତ ହେଲେ ଯା'ର ନାଁ ସାଲବେଗ।ଏକଦା ସାଲବେଗ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷରୁ ଆକ୍ରମଣର ଶିକାର ହୋଇ ସାଙ୍ଘାତିକ ଭାବେ କ୍ଷତାକ୍ତ ହୋଇ ବିଛଣାରୁ ଉଠିପାରୁନଥିଲେ।ସେ ବଞ୍ଚିବାର ଆଶା ହରେଇ ବସିଥିଲେ।ସାଲବେଗ ତାଙ୍କ ମା'ଙ୍କୁ କହିଥିଲେ କି ଯଦି କିଛି ବଞ୍ଚିବାର ମାର୍ଗ ଅଛି ସେ କୁହନ୍ତୁ ନଚେତ୍ ସେ ଆତ୍ମହତ୍ୟା କରିଦେବେ।ଏକଥା ଶୁଣି ମା' ପୁଅକୁ ଈଶ୍ୱର ବିଶ୍ୱାସୀ ହେବାକୁ ଉପଦେଶ ଦେଲେ ଆଉ ମଧ୍ୟ ପୁରାଣର [[ଧ୍ରୁବ]] କଥା ଓ ପ୍ରଭୁ [[ଶ୍ରୀକୃଷ୍ଣ]]ଙ୍କ ବାଲ୍ୟଲୀଳା କଥା କହିଥିଲେ।ଏହା ସାଲବେଗଙ୍କ ମନରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଭକ୍ତି ଭାବ ସୃଷ୍ଟି କରିଥିଲା।କିନ୍ତୁ ଏଥିରେ ତାଙ୍କ ଦେହ ଭଲ ହେଲା ନାହିଁ।ମା' ତାଙ୍କୁ କୃଷ୍ଣ ନାମ ଜପିବା ପାଇଁ ଉପଦେଶ ଦେଇଥିଲେ।ତେଣୁ ସାଲବେଗ ବୃନ୍ଦାବନବାଗ ଠାରେ ତିନିଦିନ ତିନିରାତି କୃଷ୍ଣ ନାମ ଜପିଥିଲେ।ଏହାପରେ ତାଙ୍କ ଦେହ ସୁସ୍ଥ ହୋଇଯାଇଥିଲା।ପରେ
== ରଚନାବଳୀ ==
ଭକ୍ତି ଯୁଗ ରେ ଭକ୍ତ ସାଲବେଗ ଙ୍କ ଗଭୀର ଭକ୍ତି ତାଙ୍କର ଲେଖବାଳି ରେ ପ୍ରତିଫଳିତ ହେଇଥିଲା । ମନ୍ଦିର କୁ ପ୍ରବେଶ ନିଷିଦ୍ଧ ହେଇଥିଲେ ମଧ୍ୟ ମନ୍ଦିର ବାହାରେ ଥାଇ ଭକ୍ତି ପ୍ରକଟ କରୁଥିଲେ ସାଲବେଗ । ତାଙ୍କର ଓଡ଼ିଆ ଭଜନ , ଜଣାଣ ସବୁ ଓଡ଼ିଆ
== "ଆହେ ନୀଳ ଶଇଳ "ର କିଛି ଉଦ୍ଧୃତି ==
୬୮ କ ଧାଡ଼ି:
ଘୋର ବନେ ମୃଗୁଣୀ କୁ ପଡିଥିଲା କଷଣ ,
କେତେ ବଡ ବିପତ୍ତି ରୁ କରିଛ ତାରଣ ।
କୁରୁ ସଭା ତଳେ ଶୁଣି
କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଳା ବାରଣ ।
ଶରଣ ସମ୍ଭାଳି ତାଙ୍କୁ , ଲଙ୍କେ କଲ ରାଜନ ।
ପ୍ରହଲ୍ଲାଦ ପିତା ସେ ଯେ ବଡ ଦୁଷ୍ଟ ଦାରୁଣ ,
|