"ସଦାଶିବ ଅମରାପୁରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଆ +ଓଡ଼ିଆ)
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
'''ସଦାଶିବ ଅମ୍ରାପୁରକାର''' ( ୧୧ , ମଇ , ୧୯୫୦- ୩ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତା । ସେ କାଦର ଖାନ ଙ୍କ ପରି ଜଣେ ନିଖୁଣ ଅଭିନେତା ଥିଲେ । ହିନ୍ଦୀ ଓ ମାରାଠି ଫିଲ୍ମ ରେ ସେ ୧୯୮୩ ରୁ ୧୯୯୯ ଯାଏ ସବୁ ପ୍ରକାର ଚରିତ୍ର ରେ ଖୁବ ପ୍ରକୃତିକ ଭାବରେ ଅଭିନୟ କରି ବିପୁଳ ଜନପ୍ରିୟତା ହାସଲ କରିଥିଲେ । 
 
'ସଡକ' ଚଳଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଅଭିନୟ ନିମନ୍ତେ ସେ ୧୯୯୧ ରେ ଫିଲ୍ମ ଫେୟାର ପୁରସ୍କାର ରେ ସମ୍ମାନିତ ହେଇଥିଲେ । ସେ ଖଳନାୟକ ଭୂମିକା ସହ , ଚରିତ୍ର ଅଭିନେତା , ହାସ୍ୟ ଅଭିନେତା ଭାବରେ ପାରଦର୍ଶିତା ରପାରଦର୍ଶିତାର ସହ ଅଭିନୟ ସବୁ କରି ପାରୁଥିଲେ । 
 
== ବ୍ୟକ୍ତିଗତ ଜୀବନୀ ==
ସଦାଶିବ ଅମ୍ରାପୁରକାର ୧୯୫୦ ରେ ମହାରାଷ୍ଟ୍ର ରମହାରାଷ୍ଟ୍ରର ଅହମଦନଗର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନ ରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ରନିଷ୍ଠାର ପ୍ରକଟ କରିଥିଲେ । [[ପୁନେ]] ବିଶ୍ୱବିଦ୍ୟାଳୟ ରୁ ଇତିହାସ ରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତ ରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବ ରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦେଶକ ଗୋବିନ୍ଦ ନିହାଲାନି ଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ ) ରେ ପ୍ରଥମ କରି ଫିଲ୍ମ ଜଗତ ରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନ ରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । 
 
କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷା ରେ ୩୦୦ ରୁ ଉର୍ଦ୍ଧ  ଫିଲ୍ମ ରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି , ଓଡ଼ିଆ , ହାରିୟାନୀ, ତେଲେଗୁ ଏବଂ ତାମିଲ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଥିଲେ । ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା । ସେ ' ଆଖେ ' ଚଳଚିତ୍ର ରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକ ଙ୍କ ବହୁଳ ପ୍ରଶଂଷା ମଧ୍ୟ ପାଇଥିଲେ । 
 
ସଦାଶିବ ଜଣେ ସାମାଜିକ କର୍ମୀ ତଥା  ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହର ରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ  ଙ୍କ ସହ ମିଶି ସେ ସମାଜ ରସମାଜର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।
 
ଅନ୍ଧତ୍ଵ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ ॰ଦଳିତ , ପତିତ ନାରୀ ମାନଙ୍କ ପାଇଁ ସେ ଅହମଦନଗର ରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗେଇଥିଲେ
୧୪ କ ଧାଡ଼ି:
ବିଶିଷ୍ଟ ସମାଜସେବିକା ମେଧା ପାଟକାର ଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନ ରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।
 
ମରାଠି ଓ ହିନ୍ଦୀ ରହିନ୍ଦୀର ଜଣେ ନିବିଡ ପାଠକ ଥିଲେ ଓ ନିଜେ ଅନେକ ପତ୍ରିକା ଓ ସଂବାଦପତ୍ର ରେ ନିୟମିତ ଲେଖା ଦଉଥିଲେ । ତାଙ୍କ ରଚିତ ପୁସ୍ତକ ' କିମାଯାଗାର '( ହେନରୀ କେଲର ଙ୍କ ଉପରେ ଆଧାରିତ ) ଓ 'ସିକ୍ସ ଲେସନ ଇନ ଏକ୍ଟିଂ '  ମଧ୍ୟ ପ୍ରକାଶିତ ।  
 
ଫୋଟୋଗ୍ରାଫି ଓ ଚିତ୍ରାଙ୍କନ ରେ ମଧ୍ୟ ତାଙ୍କର ଦଖଲ ଥିଲା ।