"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
ପି .ଏମ . ଶ୍ରୀନିଭାସନ ( ୧୯୧୯-୧୯୮୩) , ଯିଏ " ଶିଳ୍ପୀ " ନାମ ଗ୍ରହଣ କରିଥିଲେ , ଜଣେ ତାମିଲ ଚିତ୍ରକର । ସେ ତାମିଲ କଳା ଓ ସ୍ଥପତ୍ୟ ରସ୍ଥପତ୍ୟର ରେଖା ଚିତ୍ରାଙ୍କନ ସବୁ ଆନନ୍ଦ ଭିକାତନ ମେଗାଜିନ ଦେଇ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ତାମିଲନାଡୁ ରାଜ୍ୟ ରେ ଜଣେ ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ଥିଲେ ।  
 
== ଜୀବନୀ ଓ ଜୀବିକା ==
୮ କ ଧାଡ଼ି:
ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ ' ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନ ରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନ ଙ୍କୁ ସେ ଦିଗଦର୍ଶନ ଦେଇଥିଲେ । 
 
ଦକ୍ଷିଣ ଭାରତ ରଭାରତର ସମସ୍ତ ପ୍ରାଚୀନ ମନ୍ଦିର ମାନଙ୍କୁ ସେ ଭ୍ରମଣ କରି ସେଠାରେ ଥିବା ପ୍ରାଚୀନ କଳାକୃତି ମାନଙ୍କୁ ଅନୁଧ୍ୟାନ କରିଥିଲେ । ସେଠାରେ ସେ ରାତ୍ର କାଳ ରେ ମନ୍ଦିର ଖାଲି ହେଲା ପରେ ବସି ମନ୍ଦିର ର ଭାସ୍କାର୍ଜୀମନ୍ଦିରର ଭାସ୍କାର୍ଜୀର ପ୍ରତିକୃତି ଅଙ୍କନ କରୁଥିଲେ । ସେ ତାଙ୍କର ଅଙ୍କନ ସବୁ ଜରିଆ ରେ ତାଙ୍କର ପ୍ରଶଂଶକ ମାନଙ୍କୁ ମନ୍ଦିର ଗାତ୍ରା ରେ ଥିବା ସୁନ୍ଦର କଳା କୁ ପ୍ରଦର୍ଶନ କରାଉଥିଲେ । ସେ ଦେବାଦେବୀ ଙ୍କ ପ୍ରତିକୃତି ରେ ଥିବା ଅଳଙ୍କାର ସବୁ କୁ ମଧ୍ୟ ନିଖୁଣ ଭାବରେ ଅଙ୍କନ ଚିତ୍ର ରେ ସ୍ଥାନିତ କରୁଥିଲେ । ଭକ୍ତ ମାନେ ତାଙ୍କର ଅଙ୍କିତା ଚିତ୍ର କୁ ସେମାନଙ୍କ ପ୍ରାର୍ଥନା ଗୃହ ରେ ରଖି ପୂଜା ମଧ୍ୟ କରୁଥିବାର ଦେଖା ଯାଇଥାଏ । 
 
== ଆହାର ସମୂହ ==