"ଲୁନାଭଦା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୩୦ କ ଧାଡ଼ି:
}}
 
'''ଲୁନାଭଦା ରାଜ୍ୟ''', ଏକ ବ୍ରିଟିଶ ଭାରତ ରଭାରତର ରାଜକୀୟ ରାଜ୍ୟ ଥିଲା । ଏହାର ଆୟତନ 1,005 ବର୍ଗ କିଲୋମିଟର ଥିଲା ।<ref>Great Britain India Office. </ref> ଏହା ରେୱା ଏଜେନ୍ସି ଅଧିନସ୍ଥ ରାଜ୍ୟ ଥିଲା । ବର୍ତମାନ ଗୁଜରାଟ ରାଜ୍ୟ ରେ ଥିବା ଲୁନାଭଦା ସହର ଏହାର ରାଜଧାନୀ ଥିଲା । 
 
 
 
== ଇତିହାସ ==
1225 ମସିହା ରେ ଆହନୀଳବାରା ପତନ ରାଜ୍ୟ ରରାଜ୍ୟର ସିଧାରାଜ ଙ୍କ ଦ୍ଵାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହା ରେ ରାଣା ଭୀମ ସିଂହଜୀ ଲୁନାଭଦା ସହର କୁ ରାଜଧାନୀ କରି ମାହି ନଦୀ ତଟ ରେ ଏହି ରାଜ୍ୟ ସ୍ଥାପନ କଲେ । 
 
1826 ମସିହା ରେ ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ କୁ ଆସି ରେୱା ଏଜେନ୍ସି ଅଧୀନ ରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟ ରରାଜ୍ୟର ଜନ ଆବାଦୀ 1901 ରେ ବହୁ ସଂଖ୍ୟା ରେ କମି ଯାଇଥିବାର ଜଣା ଯାଇଥିଲା । <ref>[http://members.iinet.net.au/~royalty/ips/l/lunawada.html Lunawada Princely State (9 gun salute)]</ref>
 
=== ଶାସକ ===