"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ର +ର )
ଟିକେ
ଟିକେ (Bot: Automated text replacement (- ର +ର ))
{{ଆଧାର ନାହିଁ}}
 
'''ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶା ରଓଡ଼ିଶାର [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରପଡା]] ଜିଲ୍ଲା ରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁ ଙ୍କ ବରାହ ଅବତାର ଙ୍କୁ ଆରାଧନା କରାଯାଏ । '''
 
== ଭୌଗୋଳିକ ଅବସ୍ଥିତି ==
 
== କିମ୍ବଦନ୍ତୀ ==
Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହ ଙ୍କ ଭକ୍ତ ଥିଲେ । ସେ ଯାଜପୁର ଠାରେ ଥିବା ମାଁ ବିରଜା ପୀଠ କୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀ ରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତି ରେ ସ୍ଵପ୍ନ ରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିର କୁ ଘୋଡା ରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛ ରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନ ରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନ ରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନ ରବର୍ତମାନର ମନ୍ଦିର 20 ଶ ଶତାବ୍ଦୀ ରେ ରାଜା ବ୍ରଜସୁନ୍ଦର ଦେବା ଙ୍କ ଦ୍ଵାରା ପୁନର୍ନିର୍ମିତ ହେଇଥିଲା ।  
 
== ଯାନୀ ଯାତ୍ରା ==
୩୫,୫୫୩

ଗୋଟି ସମ୍ପାଦନା