"ରୁକ୍ମଣୀ ଦେବୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
[[ଫାଇଲ:Rukmini_temple.JPG|ଡାହାଣ|thumb|Rukmini Devi Temple]]
ରୁକ୍ମଣୀ ଦେବୀ ମନ୍ଦିର,  ଭାରତ ରଭାରତର [[ଦ୍ଵାରକା]] ଠାରୁ 2 କିଲୋମିଟର ଦୂର ରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣ ଙ୍କ ରାଣୀ ରୁକ୍ମିଣୀ ଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀ ରୁ ଏହା 12 ଶ ଶତାବ୍ଦୀ ରଶତାବ୍ଦୀର ବୋଲି ଜଣାଯାଇଥାଏ । 
 
== ବର୍ଣନା ==
ମନ୍ଦିର ରେ ବିଭିନ୍ନ ଦେବାଦେବୀ ଙ୍କ ପ୍ରତିମୂର୍ତି ପ୍ରସ୍ତର ରେ ଖୋଦନ କରାଯାଇ ମଦିର କାନ୍ଥ ବାହାରେ ଖଞ୍ଜା ଯାଇଛି । ମନ୍ଦିର ଭିତରେ ରୁକ୍ମିଣୀ ଙ୍କ ପ୍ରତିମା ରହିଛି । ଏଥିରେ ଥିବା ସ୍ତମ୍ଭ ରସ୍ତମ୍ଭର ମୂଳ ଅଂଶ ରେ କ୍ଷୋଦିତ ମନୀଷା ଓ ହାତୀ ମୂର୍ତି ସମୂହ ରହିଛି । 
 
== କିମ୍ବଦନ୍ତୀ ==