"ରାୟଗଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୬୫ କ ଧାଡ଼ି:
 
== ଇତିହାସ ==
୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା ।<ref name=rayagadagacetteer>{{cite web|title=ODISHA DISTRICT GAZETTEERS-RAYAGADA|url=http://gopabandhuacademy.gov.in/sites/default/files/gazetter/Rayagada_Gazetteer.pdf|accessdate=3 December 2016}}</ref> ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା [[କୋରାପୁଟ ଜିଲ୍ଲା]]ର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହି ସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା [[ନାଗାବଳୀ ନଦୀ]] ର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବା ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖାନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍‌ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।
 
== ଭୂଗୋଳ ==
୯୯ କ ଧାଡ଼ି:
* [[କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କୋରାପୁଟ]]
== ଦର୍ଶନୀୟ ସ୍ଥାନ ==
ରାୟଗଡ଼ା ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ସେମାନଙ୍କ ମଧ୍ୟରେ [[ମଝିଘରିଆଣୀ ମନ୍ଦିର]], [[ହାତୀପଥର, ରାୟଗଡ଼ା|ହାତୀପଥର]], [[ପାଇକପଡ଼ା, ରାୟଗଡ଼ା|ପାଇକପଡ଼ା]], [[ଥେରୁବାଲି]] [[ଚାଟିକଣା]], [[ବିଷମ କଟକ]], [[ମୀନଝୋଲା, ଗୁଡ଼ାରୀ|ମୀନଝୋଲା]], ଦେବଗୀରି,[[ଝୁଲନ୍ତା ପୋଲ, ରାୟଗଡ଼ା|ଝୁଲନ୍ତାପୋଲ]] ଓ [[ଦୁର୍ଗୀ|ଦୁର୍ଗୀ]] ର ନୂତନ ଜଗନ୍ନାଥ ମନ୍ଦିର ଅନ୍ୟତମ ।
ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା:-
* ରାଣୀଗୁଡା ନିକଟସ୍ଥ [[ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା]],
୧୧୦ କ ଧାଡ଼ି:
 
ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ହେଲା:-
* ନିକଟବର୍ତ୍ତି [[ପଦ୍ମପୁର, ରାୟଗଡ଼ା|ପଦ୍ମପୁର]] ର [[ନୀଳକଣ୍ଠେଶ୍ଵର ଶିବ ମନ୍ଦିର, ପଦ୍ମପୁର|ନୀଳକଣ୍ଠେଶ୍ଵର ଶିବ ମନ୍ଦିର]] ଓ ଗାୟତ୍ରୀ ମନ୍ଦିର
* ନିକଟବର୍ତ୍ତି [[ବିଷମ କଟକ]] ର [[ମା ମାର୍କମା ମନ୍ଦିର]]
* ନିକଟବର୍ତ୍ତି [[ମୀନଝୋଲା, ଗୁଡ଼ାରୀ|ମୀନଝୋଲା]] ର ତିନିଟି ନଦୀର ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିର
* ନିକଟବର୍ତ୍ତି [[ଚାଟିକଣା]] ର ଜଳପ୍ରପାତ ଓ ଶିବ ମନ୍ଦିର
* ନିକଟସ୍ଥ ଭିମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ) ମନ୍ଦିର]] ।
* ନିକଟବର୍ତ୍ତି [[ପାଇକପଡ଼ା, ରାୟଗଡ଼ା|ପାଇକପଡା]] ର ପାତାଳେଶ୍ଵର ଶିବ ମନ୍ଦିର,
* ନିକଟବର୍ତ୍ତି [[ଥେରୁବାଲି]] ର [[ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି|ଲକ୍ଷ୍ମୀନାରାୟଣ ମନ୍ଦିର]] ଜିଲ୍ଲାର ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ।
 
==ଚର୍ଚ୍ଚିତ ବ୍ୟକ୍ତିତ୍ଵ==