"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୨୫ କ ଧାଡ଼ି:
[[ଦିଲ୍ଲୀ]]ଦରବାର ବର୍ଷ ୧୯୧୧ରେ ଭାରତର ରାଜଧାନୀକୁ ତତ୍କାଳୀନ କଲିକତାରୁ ସ୍ଥାନାନ୍ତରିତ କରି ଦିଲ୍ଲୀ ଆଣିବାର ନିର୍ଣ୍ଣୟ କରାଗଲା । ଏହି ନିର୍ଣ୍ଣୟ ୧୨ ଡିସେମ୍ବର କୁ ''ଜର୍ଜ ପଞ୍ଚମ''' ଦ୍ୱାରା ଘୋଷିତ କରାଗଲା । ଏହି ଯୋଜନା କୁ ଗଭର୍ନର ଜେନେରାଲଙ୍କ ମତକୁ ପ୍ରଧାନ ଏବଂ ଅତୀବ ବିଶେଷ ଦର୍ଜା ଦିଆଗଲା ।
ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀ ରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ଵିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ଵୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । ତା'ପରେ ବାଇଶରାୟ କହିଲେ ଯେ, ମହଲ ପରମ୍ପରା ଗତ ହେବ କିନ୍ତୁ ଭାରତୀୟ ମୋଟୀଫ ବିନା । ଏହା ସେଠାରେ ଅଭିକଳ୍ପନା ଥିଲା , ଯାହା ମୂର୍ତ ରୂପେ ଆଜି ଠିଆ ହୋଇଛି । ଏହି ମହଲ ପାଖାପାଖି ସେହି ରୂପେ ତିଆରି ହୋଇଛି ଯାହା କି ଲୁଟ୍ୟନ୍ସ, ବେକର ଙ୍କୁ ଶିମଳାରୁ ୧୪ ଜୁନ ୧୯୧୨ରେ ପଠେଇଥିଲେ । ଲୁଟ୍ୟନ୍ସଙ୍କ ଅଭିକଳ୍ପନା ବୃହତ ରୂପେ ପରମ୍ପରା ଗତ ଥିଲା ।
ଲୁଟ୍ୟନ୍ସ ଓ ବେକର, ଯାହାଙ୍କୁ ବାଇସରାୟ ହାଉସ ଏବଂ ସଚିବାଳୟର କାର୍ଯ୍ୟ ଭାର ଦିଆଗଲା , ସେମାନେ ଅରମ୍ଭରରେ ବହୁ ସହୃଦୟରେ କାମକଲେ ତା'ପରେ ନିଜ ନିଜ ଭିତରେ ଝଗଡା କଲେ । ଆରମ୍ଭିକ ଯୋଜନା ଅନୁସାରେ ବାଇସରାୟ ହାଉସକୁ ରାଜ୍ୟସେନାର ପାହାଡି ଉପରେ ତିଆରି କରି ଦୁଇ ସଚିବାଳୟ ତଳେ ତିଆରି କରିବାର ଥିଲା । ପରେ ସଚିବାଳୟକୁ ୪୦୦ ଗଜ ପଛକୁ ଟାଣି ପାହାଡି ଉପରେ ତିଆରି କରିବା ଲାଗି ନିଷ୍ପତି ନିଆଗଲା । ଲୁଟ୍ୟନ୍ସଙ୍କ ଯୋଜନା ଅନୁସାରେ ଭବନ ଏକାକୀ ଉଞ୍ଚାରେ ସ୍ଥିତ ହୋଇଥାନ୍ତା , ଯେପରି ସଚିବାଳୟ କାରଣରୁ ନିଜ ମୂଳ ଯୋଜନାରୁ ପଛକୁ ଖସିଯିବାକୁ ପଡିଲା , ତା'ସହ ଆଗରେ ଦୁଇ ସଚିବାଳୟଙ୍କୁ ଛିଡା ହେବାକୁ ପଡିଲା । ଏହା ତାଙ୍କ ବିବାଦର କାରଣ ଥିଲା । ଏହି ମହଲର ପୂର୍ଣ୍ଣ ହେବା ପରେ ଲୁଟ୍ୟନ୍ସ ବେକାରରେ ଭଲ ଲଢେଇ କଲେ , କାରଣ ବାଇସରାୟ ହାଉସର ଦୃଶ୍ୟ , ସଡକ ରସଡକର ଉଚ୍ଚା କୋଣ କାରଣରୁ ବାଧିତ ହୋଇଯାଇଥିଲା ।
ଲୁଟ୍ୟନ୍ସ ଏହି ବିବାଦକୁ ବେକରଳୁ ସ୍ତରର ମାନିଥିଲେ । କିନ୍ତୁ ବହୁ ପ୍ରୟାସ ପରେ ମଧ୍ୟ ଏହାକୁ ବଦଳେଇ ପାରିଲେ ନାହିଁ । ସେ ଚାହୁଁଥିଲେ କି, ଭବନର ତଳ ସ୍ତର ପର୍ଯ୍ୟନ୍ତ ଲମ୍ବା ଢାଳରେ ସଡକ ଆସୁ, ଯାହାଦ୍ୱାରାକି ଭବନର ଦୃଶ୍ୟରେ ବାଧିତ ନ ହେଉ , ଏବଂ ଦୂରରୁ ଦୃଶ୍ୟ ହେଉ । ୧୯୧୪ ମସିହାରେ ବେକର ଏବଂ ଲୁଟ୍ୟନ୍ସ ସହିତ ଅୟୋଜିତ ଏକ ସମିତିରେ ନିଷ୍ପତି ନିଆଗଲା କି, ସଡକର ଢାଲ ୨୫ ରୁ ୧ ହେଉ, ଯାହା ପରେ ୨୨ ରୁ ୧ ହେଲା । ଏହାଦ୍ୱାରା ଅଧିକ ଠିଆ ହୋଇଥିବା ଢାଲ ଭବନର ଦୃଶ୍ୟକୁ ଆହୁରି ବଧିତ କରିଥା'ନ୍ତା । ଲୁଟ୍ୟନ୍ସ ଏହା ଜାଣିଥିଲେ କି, ଏହି ଢାଲ ମଧ୍ୟ ଏହାର ଦୃଶ୍ୟକୁ ପୂର୍ଣ୍ଣତଃ ଦେଖେଇ ପାରିବ ନାହିଁ । ତା'ପରେ ସେ ଏହାକୁ କମ କରିବାର ନିବେଦନ କଲେ । ୧୯୧୬ ମସିହାରେ ଇସ୍ପିରିୟଲ ଦିଲ୍ଲୀ ସମିତି ଲୁଟ୍ୟନ୍ସଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ଲୁଟ୍ୟନ୍ସ ସେତେବେଳେ ମଧ୍ୟ ଏହା ବୁଝିଲେ କି , ବେକର ସରକାରଙ୍କୁ ଖୁସି କରି ଏବଂ ପଇସା ବନେଇବାରେ ଅଧିକ ଲାଗିଥିଲା , ନାହିଁ କି ଭଲ ଶ୍ରେଣୀର ବାସ୍ତୁ ରୂପାଙ୍କନରେ ଧ୍ୟାନ କେନ୍ଦ୍ରିତ କରିବାରେ ।
ଲୁଟ୍ୟନ୍ସ ଭାରତ ଏବଂ ଇଂଲଣ୍ଡରେ ୨୨ ବର୍ଷରେ ପାଖାପାଖି ପ୍ରତିବର୍ଷ ଯାତ୍ରା କରିଥିଲେ , ଦୁଇ ସ୍ଥାନର ବାଇସରାୟ ଇମାରତ ତିଆରି କରିବା ହେତୁ । ତାଙ୍କୁ ''ଲର୍ଡ ଇଣ୍ଡିଗୋ''ର ବଜେଟ ନିୟନ୍ତ୍ରଣ କାରଣରୁ ଇମାରତର ଆକାରକୁ ବହୁ ଛୋଟ କରିବାକୁ ପଡିଥିଲା । ''ଲର୍ଡ ଇଣ୍ଡିଗୋ'' ଯଦିଓ ଖର୍ଚ୍ଚ ନିୟନ୍ତ୍ରଣ କରି ମୂଲ୍ୟ କମ କରିବାର ନିର୍ଦେଶ ଦେଇଥିଲେ, ତଥାପି ସେ ଚାହୁଁଥିଲେ କି, କିଛି ନିଶ୍ଚିତ ମାତ୍ରାରେ ଇମାରତ ରେ ବୈଭବ ଦର୍ଶନ ହେଉ ।
୫୫ କ ଧାଡ଼ି:
Image:Northblockindelhi.JPG|right|thumb|250px|The [[North Block]] of the secretariat flanks out of the Rashtrapati Bhavan, but is not part of it and was designed by Baker.
</gallery></div>
କକ୍ଷ ମଝିରେ ଏକ-ଦୁଇ ଟନ ଓଜନର (ଶୌଣ୍ଡେଲିୟର) ଲଗା ହୋଇଛି , ଯାହା ୩୩ ମିଟର ଉଞ୍ଚା ଛାତରୁ ଓହଳି ରହିଛି । ଏହି ବିଶାଳ କକ୍ଷର ଚାରି କୋଣରେ ସ୍ଥିତ ରହିଛି ଗୋଟିଏ କକ୍ଷ ପ୍ରତି କୋଣ। ଏଥିରୁ ଦୁଇ ଷ୍ଟେଟ ଡ଼ାଇନିଂ କକ୍ଷ, ଗୋଟେ ଷ୍ଟେଟ ଉପର କକ୍ଷ ଏବଂ ଗୋଟେ ଷ୍ଟେଟ ପୁସ୍ତକାଳୟ । ଅନ୍ୟ କକ୍ଷ ଗଳି ଯେପରି ମଧ୍ୟ ରହିଛି ତାହାର ଚତୁର୍ପାଶ୍ୱ ଖୋଲା ରହିଛି । ଏକ ବୃହତ ଭୋଜନ କକ୍ଷ , ଏକ ବୈଠକ କକ୍ଷ, ବିଲିୟାର୍ଡ଼ କକ୍ଷ ଇତ୍ୟାଦି ରହିଛି । ପ୍ରାସାଦ ରେ ସର୍ବତ୍ର ବହୁ ସ୍ଥାନରେ ଜଳର ଫବାରେ ଏବଂ ବେସିନ ତିଆରି ହୋଇଛି । ଏଥିରୁ ଆଠ ସଙ୍ଗମର୍ମରର ସିଂହ ରସିଂହର ଜଳ ବେସିନ ରେ ପାଣି ଢାଳୁଥି ଯାହାବା ଅବସ୍ଥାରେ ତିଆରି ହୋଇଛି । ଏହି ସିଂହ ବ୍ରିଟେନ ରବ୍ରିଟେନର ସୂଚକ ଥିଲା । ଏଥିରୁ ଏକ କକ୍ଷ ରକକ୍ଷର ଖୋଲା ଛାତ ମଧ୍ୟ ଥିଲା , ଯାହାକି ପ୍ରଚୁର ମାତ୍ରାରେ ପ୍ରାକୃତିକ ପ୍ରକାଶ ଦେଇଥାଏ ।
 
==ଗୁମ୍ବଦ ==
୬୧ କ ଧାଡ଼ି:
[[File:Rashtrapati Bhawan illuminated 2010 ashish17.JPG|thumb|Rashtrapati Bhavan<br>illuminated for [[Indian Republic Day]]ମୁଖ୍ୟ ଗୁମ୍ବଦ|ଗଣତନ୍ତ୍ର ଦିବସରେ ପ୍ରକାଶିତ ଗୁମ୍ବଦ ]]
 
ମଧ୍ୟବତୀ ''ଗୁମ୍ବଦ'' ଭାରତୀୟ ଏବଂ ବ୍ରିଟିଶ ଶୈଳୀର ମିଶ୍ରଣ ଅଟେ । କେନ୍ଦ୍ରରେ ଏକ ଉଞ୍ଚା ତାମ୍ର ଗୁମ୍ବଦ ରହିଛି , ଯାହା ସମଗ୍ର ଇମାରତରେ ଅଲଗା ଦେଖାଯାଏ ଏବଂ ଏକ ଉଞ୍ଚା ଢୋଲାକାର କିମ୍ବା ବେଲଣା କାର ଢାଞ୍ଚ ଉପରେ ସ୍ଥିତ ରହିଛି । ଭବନର ଚାରି କୋଣ ମଧ୍ୟର କର୍ଣ୍ଣ ରେଖା ମଧ୍ୟରେ ଏହି ଗୁମ୍ବଦ ସ୍ଥିତ ରହିଛି । ଏହା ପୁରା ଭବନର ଦୁଇଗୁଣା ଉଞ୍ଚା ଗୁମ୍ବଦ ଅଟେ । ୧୯୧୩ ମସିହାରେ ଭବନ ରଭବନର ଯୋଜନାରେ ଯାହା ଏହାର ଉଞ୍ଚା ଥିଲା , ତାହା ''ଲର୍ଡ ହାଡିଙ୍ଗ''ଙ୍କ ଦ୍ଵାରା ବଢ଼ା ଯାଇଥିଲା । ଏହି ଗୁମ୍ବଦରେ ପରମ୍ପରା ଗତ ଏବଂ ଭାରତୀୟ ଶୈଳୀର ମିଶ୍ରଣ ରହିଛି । ଲୁଟ୍ୟନ୍ସଙ୍କ ଅନୁସାରେ , ଏହି ରୂପ [[ରୋମ]]ର ପାନ୍ଥିରୁ ବାହାରିଛି , କିନ୍ତୁ ଏହା ମଧ୍ୟ ସମ୍ଭବ ଯେ କି, ତାହାର (ସାଞ୍ଚି ସ୍ତୁପ)ର ପ୍ରେରଣାରେ ପ୍ରସ୍ତୁତ ହୋଇଛି । ଏହି ଗୁମ୍ବଦକୁ ଘେରି ରହିଥିବା ଏକ ଦ୍ୱାର ମଣ୍ଡପ ତିଆରି ହୋଇଛି , ଯେଉଁଥିରେ ସମାନ ସ୍ଥିତି ସମ୍ଭବ ହୋଇଛି , ଯାହା ଗୁମ୍ବଦକୁ ଉଠାଇଛି ଏବଂ ଏହି ସ୍ତମ୍ଭ ମାନଙ୍କ ମଝିରେ ଖାଲି ସ୍ଥାନ ରହିଛି । ଏହା ଗୁମ୍ବଦର ସମସ୍ତ ପାର୍ଶ୍ୱରେ ରହିଛି । ଏହା କାରଣରୁ ହିଁ, ଏହି ଗୁମ୍ବଦ ଯେ କୌଣସି କୋଣରୁ ଦେଖିବା ଦ୍ୱାରା , ଯଦି ଗରମର ଟିକେ ଭି ଅନୁଭବ ମୌସମୀରେ ପ୍ରକାଶିତ ହୁଏ ତେବେ ପହଁରିବା ପରି ପ୍ରତୀତ ହୋଇଥାଏ । ବାହାର ଗୁମ୍ବଦର ''ରେନ ଫୋର୍ସଡ଼ କଂକ୍ରିଟ'' ସିମେଣ୍ଟ ରେ ନିର୍ମିତ ଗୁମ୍ବଦ, ୧୯୨୯ ମସିହାର ପାଖାପାଖି ନିଜର ଆକାର ନେବାରେ ଲାଗିଥିଲା । ଏହି ଗୁମ୍ବଦର ଅତିମ ପାଷାଣ (୩ ଏପ୍ରିଲ ୧୯୨୯) ମସିହାରେ ଲଗା ଯାଇଥିଲା । ଯଦିଓ ଏହା ଉପରେ ତାମ୍ର ଆବରଣ ୧୯୩୦ ମସିହା ପର୍ଯ୍ୟନ୍ତ ଲାଗିନଥିଲା ।
 
==ଜୟପୁର ସ୍ତମ୍ଭ==