"ରାବଣ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) 113.19.36.169 (ଆଲୋଚନା) ଙ୍କ ଦେଇ କରାଯାଇଥିବା 213504 ସଙ୍କଳନଟି ପଛକୁ ଫେରାଇନିଆଗଲା |
ଟିକେ Bot: Automated text replacement (- ର +ର ) |
||
୧୭ କ ଧାଡ଼ି:
ଏଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।<ref>{{cite web |url= http://www.newsanalysisindia.com/118102007.htm |title=Welcome to newsanalysisindia.com newsanalysis views reviews on current affair No Burning of Ravan in his birth place Bisrakh and Laxamn’s Lucknow |first=Premendra |last= Agrawal |work=newsanalysisindia.com |year=2012|quote=Bisrakh near Greater Noida doesn't celebrate Dussehra because Ravan was born in the village. |accessdate=9 January 2013}}</ref>
ତେବେ ରାବଣର ଜନ୍ମ [[ଓଡ଼ିଶା]] ରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି । ଅନେକ ବର୍ଷ ପୂର୍ବେ ଭଗବାନ ପତି '''ଓଡ଼ିଶାରେ ଲଙ୍କା''' ବୋଲି ପ୍ରମାଣ ଦେଇ ‘ ମୁକୁର’ ରେ ଲେଖା ପ୍ରକାଶ କରିଥିଲେ । [[ମଧ୍ୟ ପ୍ରଦେଶ]]ର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି [[ଇନ୍ଦୋର]]ର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ । ରାବଣର ଜନ୍ମସ୍ଥାନ ସ୍ଵର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ସହକାର ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢି ତତ୍କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନ ଦ୍ଵାରା ଅନେକ ତଥ୍ୟ ପାଇଥିଲେ । [[ବିଶ୍ରବା ଋଷି]] ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି । ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ । ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ରାବଣର ଏନ୍ତୁଡିଶାଳ’ ବୋଲି ଉପମା ଦେଇଥାନ୍ତି । ସୁବର୍ଣ୍ଣପୁରୀ ବା ସ୍ଵର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି । ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ଵରୀ କହିବା ଯୁକ୍ତିଯୁକ୍ତ । ସ୍ଵର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା । ଅଦ୍ୟାପି [[ମହାନଦୀ]] ଗର୍ଭସ୍ଥ ଲଙ୍କେଶ୍ଵରୀ ପାହାଡ଼ ଉପରେ ଲଙ୍କେଶ୍ଵରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ଵର୍ଯ୍ୟବାନ୍ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ [[ତେଲନଦୀ]] ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ଵର ମନ୍ଦିର ଅବସ୍ଥିତ । ରାବଣ ଯେ ଶକ୍ତି ଉପାସକ ଥିଲେ । ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ଵର୍ଣ୍ଣପୁର (ସୁବର୍ଣ୍ଣପୁର)ରେ ଦେଖିବାକୁ ମିଳେ । ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ଵର୍ଣ୍ଣ ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ । [[ବଲାଙ୍ଗୀର]] ‘ କଳିଙ୍ଗ ସାହିତ୍ୟ ସମିତି
[[କଳିଙ୍ଗ (ବହି)|କଳିଙ୍ଗ]]ର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ । ଜଗବନ୍ଧୁ ସିଂହ [[ପ୍ରାଚୀନ ଉତ୍କଳ]]
# କୀବେ - ମଧ୍ୟପ୍ରଦେଶ (ବସ୍ତର)<ref>{{cite web |url= http://archive.org/stream/locationoflanka035096mbp/locationoflanka035096mbp_djvu.txt |title=Full text of 'Location Of Lanka' |first= |last=|work=archive.org |quote=Recently, however, some scholars are inclined to place it in the Chhattisgarh District of the Central Provinces. |accessdate=9 January 2013}}</ref>
# ଅପୂର୍ବକୁମାର ମଲ୍ଲିକ - [[ଅଷ୍ଟ୍ରେଲିଆ]] (ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା )
|