"ମିଥୁନ (ମାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୨ କ ଧାଡ଼ି:
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ମିଥୁନ ରାଶିରେ ଅବସ୍ଥାନ କରେ ସେହି ସମୟ ମିଥୁନ ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ [[ଜୁନ]] ର ମଧ୍ୟ ଭାଗରୁ ଆରମ୍ଭ ହୋଇ [[ଜୁଲାଇ]] ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ [[ଜ୍ୟେଷ୍ଠ]] ଓ [[ଆଷାଢ଼]]ସହ ଏହା ସମ୍ବନ୍ଧିତ ।<ref name=hindilearner>{{cite web|title=Hindu Calendar|url=http://www.hindilearner.com/hindi_resources/hindu_calendar.php|accessdate=24 September 2015}}</ref> ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref> ମୂଖ୍ୟତଃ ଭାରତୀୟ ଗ୍ରୀଷ୍ମଋତୁରେ ପଡୁଥିବା ଏହି ସୌର ମାସରେ ରଜପର୍ବ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣୀ ପାଳିତ ହୁଏ ।<ref name="iskoneducationalservices">{{cite web|title=Important Festivals|url=https://iskconeducationalservices.org/HoH/practice/401.htm|accessdate=13 June 2017}}</ref>f>
 
* ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ତୃତୀୟ ସୌର ମାସ (ଆଷାଢ) ୧୫ ଜୁନ- ୧୫ ଜୁଲାଇ ।<ref name="insa">{{cite web|title=Uniform All India Nirayana Solar Calendar|url=http://insa.nic.in/writereaddata/UpLoadedFiles/IJHS/Vol39_4_7_CmdSKChatterjee.pdf|accessdate=30 May 2017}}</ref>