"ମାର୍କୋ ପୋଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୧୯ କ ଧାଡ଼ି:
 
''' ମାର୍କୋ ପୋଲୋ '''
 ଜଣେ ଇଟାଲୀୟ ବ୍ୟବସାୟୀ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟ ରଗଣରାଜ୍ୟର ନାଗରିକ ଥିଲେ । ସେ କେନ୍ଦ୍ର ଏସିଆ ଓ ଚୀନ ଦେଶ କୁ ପରିଭ୍ରମଣ ରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକ ରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀ ରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମ ରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆ ରେ ଏଉରୋପୀୟ ମାନେ ପ୍ରଥମ କରି ଏସିଆ ମହାଦେଶ ରମହାଦେଶର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟ ରେ ବିଶଦ ଭାବରେ ଜ୍ଞାତ ହେଇଥିଲେ । 
 
ମାର୍କୋ ପୋଲୋ ଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନ ଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହା ରେ ଭେନିସ କୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋ ଙ୍କୁ ସାଙ୍ଗରେ ନେଇ ଏସିଆ କୁ ଅନନ୍ୟ ଯାତ୍ରା ରେ ଗଲେ ଓ ପୁଣି ଭେନିସ କୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧ ରେ ବ୍ୟାପ୍ତ ଥିଲା । ମାର୍କୋ ଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣ ରଭ୍ରମଣର କାହାଣୀ ତାଙ୍କର  ଏକ ସାଥି କଇଦି ଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହା ରେ ଜୈଲ ରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3 ଟି ସନ୍ତାନ ରସନ୍ତାନର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହା ରେ ଭେନିସ ଠାରେ ହେଇଥିଲା । 
 
== ଜୀବନୀ ==
୩୩ କ ଧାଡ଼ି:
== ''ମାର୍କୋ ପୋଲୋ ଙ୍କ ଭ୍ରମଣ '' ==
[[ଫାଇଲ:Travels_of_Marco_Polo.png|thumb|ମରକୋ ପୋଲୋ ଙ୍କ ଭ୍ରମଣ ମାନଚିତ୍ର ]]
[[ଫାଇଲ:Marco_Polo_traveling.JPG|thumb|ମିଲୋନେII ରମିଲୋନେIIର ଏକ  ଅଙ୍କିତ ଚିତ୍ର .]]
[[ଫାଇଲ:Marco_Polo,_Il_Milione,_Chapter_CXXIII_and_CXXIV_Cropped.jpg|thumb|୧୨୯୮-୧୨୯୯ ମସିହା ରମସିହାର ପାଣ୍ଡୁଲିପି ମିଲୋନେ II ରIIର ଏକ ପ୍ରୁଷ୍ଠା .]]
 
=== ଭ୍ରମଣ ବର୍ଣନା ===