"ମହାବୀର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Mahavir Mandir"
 
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
{{Infobox Hindu temple|name=Mahavir Mandir<br>महावीर मंदिर|image=Mahavir Mandir.jpg|pushpin_map=India Patna|latm=36|latNS=N|latd=25|longm=8|longEW=E|longd=85|lats=14|longs=11|map_caption=Location in Patna|other_names=Hanuman Mandir|proper_name=Mahavir Mandir|devanagari='''महावीर मंदिर''' या '''हनुमान मंदिर'''|Devanagari='''महावीर मंदिर''' या '''हनुमान मंदिर'''|country=[[India]]|state=[[Bihar]]|location=[[Patna]]|coordinates_region=IN|coordinates_display=title|primary_deity=[[Hanuman]]|architecture=[[Nagri Architecture]]|date_built=First built - unknown<br> Rebuilt - 1947<br>Final Rebuilt - 1987|creator=unknown|website=http://www.mahavirmandirpatna.org/}}'''ମହାବୀର ମନ୍ଦିର ''' (Hindi: '''महावीर मंदिर''' or '''हनुमान मंदिर''')ଭଗବାନ ହନୁମାନ ଙ୍କୁ ଉତ୍ଶାର୍ଗୀକୃତ ଓ ଏହା ଭାରତୀୟ ରାଜ୍ୟ ବିହାର ରବିହାରର ପାଟଣା ସହର ରେ ଅବସ୍ଥିତ । ଏହି ମନ୍ଦିର କୁ ସମଗ୍ର ଭାରତ ରୁ ଲକ୍ଷ୍ୟାଧିକ ଭକ୍ତ ପ୍ରତିବର୍ଷ ଆସିଥାନ୍ତି । ଏହା ଉତ୍ତର ଭାରତ ରଭାରତର ଦ୍ଵିତୀୟ ସର୍ବାଧିକ ଲୋକପ୍ରିୟ ମନ୍ଦିର ଭାବରେ ଖ୍ୟାତ । ମହାବୀର ଟ୍ରଷ୍ଟ ରଟ୍ରଷ୍ଟର ସମ୍ପାଦକ ଭାବେ ଆଚାର୍ଯ୍ୟ କିଶୋର କୁନାଲ ଏହାର ପରିଚାଳନା କରନ୍ତି । <ref>{{Cite news|date=9 July 2009|title=Mahavir Mandir to have its twin in Houston|url=http://articles.timesofindia.indiatimes.com/2009-07-09/patna/28197134_1_acharya-kishore-kunal-houston-patna|publisher=Times of India}}</ref>
 
ଏହି ଟ୍ରଷ୍ଟ ରଟ୍ରଷ୍ଟର ଆଯ ଓ ବଜେଟ ମଧ୍ୟ ଉତ୍ତର ଭାରତ ରେ ଦ୍ଵିତୀୟ ସର୍ବାଧିକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାଁ ବାଇସ୍ନୋଦେବୀ ଙ୍କ ମନ୍ଦିର ରମନ୍ଦିରର ଆୟସର୍ବାଧିକ ।  <ref name="timesofindia.indiatimes.com">{{Cite web}}</ref> ଏହି ମନ୍ଦିର ରମନ୍ଦିରର ଦୈନିକ ଆୟ  ହାରାହାରି  1 ଲକ୍ଷ୍ ରୁ  ଅଧିକ ହେଇଥାଏ । <ref>{{Cite web}}</ref>
 
== ଇତିହାସ ==
ମଦିର ରମଦିରର ପ୍ରଥମ ସ୍ଥାପନ କାଳ ବର୍ତମାନ ସୁଦ୍ଧା ଜଣାପଡି ନାହି । 1947 ମସିହା ରେ ଏହି ମନ୍ଦିର ଭାରତୀୟ ବିଭାଜନ ପରେ ହିନ୍ଦୁ ମାନେ ପାଟଣା କୁ ଆସିଲା ପରେ ଜନପ୍ରିୟତା ହାସଲ କଳା । ସେହି ସମୟ ରେ ମନ୍ଦିର ରମନ୍ଦିରର ପୁନର ନିର୍ମାଣ ମଧ୍ୟ ହେଇଥିଲା । ଏହି ମନ୍ଦିର ପୁଣି 1987 ମସିହା ରେ ରୁଗଣ ହେଇଯିବାରୁ ତାହାକୁ ବିଶାଳ କାୟ ମରବଲ ନିର୍ମିତ ମନ୍ଦିର ରେ ପରିଣତ କରାଯାଇଥିଲା । ମନ୍ଦିର ରେ ସଙ୍କଟ -ମୋଚନ ଙ୍କ ପ୍ରତିମୂର୍ତି ରହିଛି । <ref>http://patna.bih.nic.in/html/mahavirtemple.htm</ref>
 
== ଦର୍ଶନ ==
୧୩ କ ଧାଡ଼ି:
 
== ଶ୍ରୀ ମହାବୀର ନ୍ୟାସ ସମିତି ==
ମନ୍ଦିର ରମନ୍ଦିରର ଉନ୍ନତି , ପରିଚାଳନା ତଥା ସାମାଜିକ ସେବା ପରିଚାଳନା ପାଇଁ ମହାବୀର ସ୍ଥାନ ନ୍ୟାସ ନାମରେ ସମିତି ରହିଛି । ଏହା ତରଫ ରୁ ମହାବୀର କାନସର ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ପରିଚାଳନା କରାଯାଇଥାଏ । <ref>[http://www.canceratlasindia.org/CenterFilter.asp?CenterCode=95&CenterName=Mahavir%20Cancer%20Sansthan,%20Patna]{{Dead link|date=October 2013}}</ref> ବାର୍ଷିକ 35.13 କୋଟି ବଜେଟ ରେ ଏହି ନ୍ୟାସ ତରଫ ରୁ ମହାବୀର ବାତଶଲ୍ୟ ଚିକିସ୍ଥାଲୟ , ମହାବୀର ଆରୋଗ୍ଯ ଚିକିସ୍ଥାଲୟ ଓ ଅନାଥାଶ୍ରମ ବିହାର ରବିହାରର କୃଷି ଅଞ୍ଚଳ ରେ ସ୍ଥାପିତ ହେଇଛି . .<ref name="timesofindia.indiatimes.com">{{Cite web}}</ref>।ରାମ ସେତୁ ଅଞ୍ଚଳ ରୁ ଭାସମାନ ପ୍ରସ୍ତର ଅଣାଯାଇ ଏଠାରେ ରଖାଯାଇଛି । 
 
== ପୁନଶ୍ଚ ଦେଖଣା ==