Content deleted Content added
|
|
[[ଫାଇଲ:Mandodari_temple.JPG|ଡାହାଣ|thumb|200x200_ପିକସେଲ|ମନ୍ଦୋଦରୀ ମନ୍ଦିର]]
ଶ୍ରୀ '''ମନ୍ଦୋଦରୀ ମନ୍ଦିର''' , ଭାରତୀୟ ରାଜ୍ୟ [[ଗୋଆ]] ର ବେତକୀ ଠାରେ ଥିବା ଏକ ହିନ୍ଦୁ ମନ୍ଦିର । ,<ref>{{cite web|url=http://wikimapia.org/668091/Shree-Mandodari-Saunsthan-Betki|title=Shree Mandodari Sounsthan, Betki|accessdate=17 May 2014}}</ref> ଏହା ପୋଣ୍ଡା ଅଞ୍ଚଳ ରୁ ପ୍ରାୟ 5 କିଲୋମିଟର ଦୂର ରେ ଅବସ୍ଥିତ । ଏହା ସମୁଦ୍ରପତ୍ତାନ ଠାରୁ 81 ଫୁଟ ଉପରେ ରହିଛି ।
== ଆରାଧ୍ୟା ଦେବୀ ==
ଏହା ବେଟକୀ ଗ୍ରାମର ଆରାଧ୍ୟା ଦେବୀ ଭାବରେ ରହିଛନ୍ତି । ଏହା ରାମାୟଣ ରରାମାୟଣର ଚରିତ୍ର ରାବଣ ଙ୍କ ପତ୍ନୀ ମନ୍ଦୋଦରୀ ନୁହନ୍ତି । ବ୍ୟୁପତ୍ତି "ମନ୍ଦ" ସ୍ଥାନୀୟ ଭାଷା ରେ ଜଳ ଓ " ଉଦର" କୁ ପିଟିଏ କୁ ବୁଝାଏ । ତେଣୁ ଜଳ ରେ ଜନ୍ମ ହେଇଥିବା ରହେଇଥିବାର ଅର୍ଥ ଭାବରେ " ମନ୍ଦୋଦରୀ " ଶବ୍ଦ ବୁଝାଇଥାଏ । ପୁରାକାଳ ରେ ବେତକୀ ଗ୍ରାମ ରେ ବହୁ ଜଳାଭାବ ଥିବାରୁ କେତେକ ବ୍ୟକ୍ତି ତାଙ୍କର ସନ୍ତାନ କୁ ଜଳ ରେ ଭସେଇ ଦେଇଥିଲେ , ଏହା ବିଶ୍ଵାସ କରି ଯେ ଗ୍ରାମ ରେ ଜଳାଧାର ଆସିବା । ତାଙ୍କର ସ୍ମୃତି ରେ ଏହି ମନ୍ଦିର ନିର୍ମିତ ହେଇଥିବା କୁହାଯାଇଥାଏ ।
ଶ୍ରୀ ମନ୍ଦୋଦର ଦେବସ୍ଥାନମ ସଂସ୍ଥା 2013 ମସିହା ରେ ତାହାର ଶତବାର୍ଷିକୀ ପାଳନ କରିଥିଲା ।
|