"ଭାରତୀୟ ଡାକ ସେବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Bot: Automated text replacement (- ର +ର )
୧୨ କ ଧାଡ଼ି:
[[ଫାଇଲ:1947 India Flag 3½ annas.jpg|ଡାକ ଷ୍ଟାମ୍ପ|thumb|ଡାକ ଷ୍ଟାମ୍ପ|]]|
}}
ଭରତୀୟ ଡାକ ବିଭାଗ (Hindi: भारतीय डाक विभाग) ""ଇଣ୍ଡିଆ ପୋଷ୍ଟ '' ବ୍ଯାପାର ଚିହ୍ନ ରେ କାର୍ଯକରେ, ଏହା ଭାରତ ସରକାର ଦ୍ବ୍ବ୍ବ୍ବ୍ବାରା ଚାଳିତ ଭାରତ ରଭାରତର ଡାକ ସେବା ଅଟେ , ଭାରତ ରେ ବିଶେଷ କରି ଏହା ଡାକଘର କୁହାଯାଏ।
[[ଭାରତୀୟ ଡାକ ସେବା]] ରେ ୧୫୫,୩୩୩ ଟି ଡାକଘର ଅଛି , ଓ ଏହା ବିଶ୍ଵ ରେ ବଣ୍ଟନ ହେଇଥିବା ଡାକ ସେବା ମଧ୍ଯ ରୁ ଏକ। ଭାରତୀୟ ଡାକ ସେବା ନିଜର ସେବା କେବଳ ସହର ରେ ହି ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ଯ ସେବା ଯୋଗାଏ। ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ୟାଳୟ ସେବା , ବ୍ଯାଙ୍କ ସେବା ଏବଂ ଅତ୍ଯାଧିକ ସେବା ପ୍ରଦାନ କରେ।
== ଭାରତୀୟ ଡାକ ସେବା ରସେବାର ଶାସନ ଓ ବ୍ଯବସ୍ଥା ==
ଭାରତୀୟ ଡାକ ସେବା ଭାରତ ସରକାର ଙ୍କ ସୁଚନା ଓ ଲୋକସଂପର୍କ ବିଭାଗ ଅଧିନ୍ନ ରେ ଆସୁଛି। ଭାରତୀୟ ଡାକ ସେବା ସଂସ୍ଥା ରସଂସ୍ଥାର ଉଚ୍ଚ ସେବା ବିଭାଗ ଟି ହେଲା ଭାରତୀୟ ଡାକ ସେବା ବୋର୍ଡ। ଏହି ସଂସ୍ଥା ରେ ଜଣେ ସଭାପତି ଓ ୬ ଜଣ ସଦସ୍ଯ ଅଛନ୍ତି।
ଭାରତୀୟ ଡାକ ସେବା ଟି ୨୨ ବିଭାଗ ରେ ବିଭାଜନ ହେଇଛି, ପ୍ରତେକ ବିଭାଗ ମୁକ୍ଷ୍ଯ ଡାକ ମାହାପ୍ରବନ୍ଧକ ଅଟନ୍ତି। ପ୍ରତେକ ଟି ବିଭାଗ ବିଭିନ୍ନ ଭାଗରେ ବିଭାଜିତ ହୋଇଛି ଜାହାକି ବିଭିନ୍ନ ସ୍ତାନରେ ସେବା ପ୍ରଦାନ କରେ।
୨୨ ଟି ବିଭାଗ ଛଡା ଏହା ରେ ଭାରତୀୟ ଡାକ ନିଜର ଏକ ବିଭାଗ ଭାରତୀୟ ସୁରକ୍ଷା କରୁଥିବା ଯବାନ ମାନଙ୍କୁ ଦେଇଥାଏ।ଏହାର ସଭାପତି ସେହି ସ୍ଥାନ ରେ ଥିବା ମେଜର ଜେନେରାଲ ଙ୍କୁ ମିଳିଥାଏ।