"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ର +ର )
ଟିକେ (Bot: Automated text replacement (- ର +ର ))
 
== ବର୍ଣନା ==
ଏହି ପ୍ରଜାତି ରପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି ।<ref>{{Cite web}}</ref> ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲି ରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
 
ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗ ରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋ ରଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣା ରେ ଲାଲ ରଙ୍ଗ ଓ ପର ରପରର ଅଗ୍ରଭାଗ ରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟ ରେ ବତକ ପରି ଶବ୍ଦ କରିଥାଏ । 
 
ଫ୍ଲେମିଙ୍ଗୋ ରଫ୍ଲେମିଙ୍ଗୋର ପର ରେ ଥିବା ରଙ୍ଗ କୁ ମେକ-ଉପ ତିଆରି ରେ ମଧ୍ୟ ବ୍ୟବହାର କରାଯାଇଥାଏ । <ref name="Amat">{{Cite journal|title=Greater flamingos Phoenicopterus roseus use uropygial secretions as make-up|last=Amat, J.A., Rendón, M.A., Garrido-Fernández, J., Garrido, A., Rendón-Martos, M. and Pérez-Gálvez, A.|journal=Behavioral Ecology and Sociobiology|issue=4|year=2011|volume=65|pages=665-673}}</ref>
 
ସାଧାରଣତଃ ହ୍ରଦ ଓ ପୁଷ୍କରିଣୀ ଥିବା ସ୍ଥାନ ରେ ଆବାସ ଯମେଇଥିବା ଫ୍ଲେମିଙ୍ଗୋ ମାନେ ସନ୍ତସନ୍ତିଆ ଜାଗା ରେ ମଧ୍ୟ ଦେଖା ଯାନ୍ତି । ସେଠାରେ ଛୋଟ ମାଛ , ପୋକ ଇତ୍ୟାଦି ତାଙ୍କର ଖାଦ୍ୟ । ମୁଣ୍ଡ ନୂଆଇ ସେମାନେ ଖାଦ୍ୟ ଅନୁସନ୍ଧାନ ରେ ରହନ୍ତି । <ref name="stanford-flamingo">{{Cite web}}</ref>
 
== ବିସ୍ତାର ==
ଏସିଆ , [[ଆଫ୍ରିକା]] ର ତଟବର୍ତୀ ଅଞ୍ଚଳ , ଭାରତ , [[ପାକିସ୍ତାନ]] ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳ ରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତ ରଭାରତର ନଳଣଣ , ଖାଯିଦୀଆ ପକ୍ଷୀ ସଙ୍ଗରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋ ଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସ ରେ ଶିତ୍ସ କାଳ ରେ ରହିଥାନ୍ତି । <ref>Koshti A.J. and Bony L.S (2016). </ref> 
 
== ଜୀବନ କାଳ ==
୩୮,୭୦୪

ଗୋଟି ସମ୍ପାଦନା