"ବୀଜଗଣିତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
'''ବୀଜଗଣିତ '''ଭାରତୀୟ''' '''ପ୍ରାଚୀନ ଗଣିତ ବିଶାରଦ ଭାସ୍କର ଙ୍କ ସୃଷ୍ଟି । ତାଙ୍କର ମୂଳ ସଂସ୍କୃତ ରଚନା ' ସିଦ୍ଧାନ୍ତ ଶିରୋମଣି ' ସହିତ ଲୀଳାବତୀ , ଗୃହାଗଣିତ ଓ ଗୋଲାରଧ୍ୟୟ ରଗୋଲାରଧ୍ୟୟର ସମ୍ମିଶ୍ରଣ ରେ ବୀଜଗଣିତ ରବୀଜଗଣିତର ସୃଷ୍ଟି । 
 
== ଅଧ୍ୟେୟ ସମୂହ ==
ସମୁଦାୟ ପୁସ୍ତକ ରପୁସ୍ତକର ବିଷୟବସ୍ତୁ ୬ ଭାଗ ରେ ବିଭକ୍ତ ।  ଏହା ମୁଖ୍ୟତଃ ବିଷମ ସମୀକରଣ ( indeterminate equations), ଚତୁର୍ଦିଗୀୟ ସମୀକରଣ (quadratic equations) ,ସରଳ ସମୀକରଣ ( simple equations), ଇତ୍ୟାଦି ଅନ୍ତର୍ଭୁକ୍ତ . ବିଷୟ ବସ୍ତୁ ଗୁଡିକ ନିମ୍ନ ପ୍ରକାର 
* ପରିଚୟ
* ସରଳ ସମୀକରଣ ଉପରେ 
୯ କ ଧାଡ଼ି:
* ୨ ୟ ଡିଗ୍ରୀ ଉପରେ ବର୍ଗୀୟ ସମୀକରଣ 
* ଚତୁର୍କୋଣ ଆକୃତି ଆଧାରିତ ସମୀକରଣ 
ବୀଜଗଣିତ ରେ ଭାସ୍କର II ଜୟଦେବ ଙ୍କ ଦ୍ଵାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣ ରସମୀକରଣର ସମାଧାନ ସୂତ୍ର କୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣ ରସମୀକରଣର Cyclic ବା ଚକ୍ରବାଳ ପଦ୍ଧତି ରପଦ୍ଧତିର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟା ରସଂଖ୍ୟାର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା । 
 
== ଅନୁବାଦ ସାମୁହ ==
ବୀଜଗଣିତ ରବୀଜଗଣିତର ସମୀକରଣ ଓ ତାହାର ସମାଧାନ ଇଂରେଜୀ ରେ ଅନୁଦିତ ହେଇଥିଲା
 
* 1817. Henry Thomas Colebrooke, [https://archive.org/stream/algebrawitharith00brahuoft ''Algebra, with Arithmetic and mensuration, from the Sanscrit of Brahmegupta and Bháscara'']
୧୮ କ ଧାଡ଼ି:
* 1813. [[iarchive:bijaganitaoralge00bhas|Strachey, Edward, Sir, 1812–1901]]
* [http://www.bprim.org/publication.php Bhaskaracharya's Bijaganita and its English and Marathi Translation by Prof.] [http://www.bprim.org/publication.php S. K. Abhyankar]
ବାରାଣାଶି ରବାରାଣାଶିର ଦୁଇଜଣ ବିଦ୍ଵାନ ସୁଧାକର ଦ୍ଵିବେଦୀ ଓ ବପୁଦେବ ଶାସ୍ତ୍ରୀ ୧୯ ଶ ଶତାବ୍ଦୀ ରେ ବୀଜଗଣିତ ଉପରେ ବିଶଦ୍ ତର୍ଜମା କରିଥିଲେ । 
 
== ପୁନଶ୍ଚ ପଠନ ==
"https://or.wikipedia.org/wiki/ବୀଜଗଣିତ"ରୁ ଅଣାଯାଇଅଛି