"ବିଜୟା ମେହେଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୧୧ କ ଧାଡ଼ି:
}}
 
'''ବିଜୟା ମେହେଟା''' ଜନ୍ମ ୪ ନଭେମ୍ବର , ୧୯୩୪ <ref>Abhijit Varde: [[google:"Vijaya+Mehta"+1934&btnG=Nach+Büchern+suchen&tbm=bks&tbo=1&hl=de|Daughters of Maharashtra: Portraits of Women who are Building Maharastra : Interviews and Photographs]], 1997, p. 87</ref>)ଜଣେ ଚର୍ଚିତ ଭାରତୀୟ ମହିଳା ଫିଲ୍ମ ଓ ରଙ୍ଗମଞ୍ଚ ନାଟକ ରନାଟକର ନିର୍ଦେଶିକା । ସେ ଅନେକ ଫିଲ୍ମ ରେ ଅଭିନୟ ମଧ୍ୟ କରିଥିଲେ । ସେ ମୁମ୍ବାଇ ସହର ରେ ଥିବା ଥିଏଟର ଗ୍ରୁପ " ରଙ୍ଗାୟନ " ର ଜଣେ ପ୍ରତିଷ୍ଠାତ ସଦସ୍ୟା । ରଙ୍ଗାୟନ ଥିଏଟର ରେ ଡାଃ ଶ୍ରୀରାମ ଲାଗୁ , ବିଜଯ ତେନ୍ଦୁଲକର , ଅରବିନ୍ଦ ଦେଶପାଣ୍ଡେ ଙ୍କ ପରେ ଜଣାଶୁଣା କଳାକାର ସମ୍ପୃକ୍ତ ରହିଥିଲେ । ଫିଲ୍ମ " ପାର୍ଟି " ରେ ବିଜୟା ଙ୍କ ଅଭିନୟ ପ୍ରଶଂଷିତ ହେଇଥିଲା ଓ ତାଙ୍କୁ ମରାଠୀ ରଙ୍ଗମଞ୍ଚ ରରଙ୍ଗମଞ୍ଚର ଜଣେ ବିଶିଷ୍ଟ ମହିଳା ଭାବରେ ସମ୍ମାନ ଦିଅ ଯାଇଥାଏ ।<ref>{{cite web | title = The return of Desdemona |publisher=Mumbai Mirror| url = http://www.mumbaimirror.com/others/sunday-read/The-return-of-Desdemona/articleshow/29368448.cms |date= 25 January 2014| accessdate = 2014-06-22 }}</ref>
== ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷ୍ୟା ==
ବିଜୟା ଙ୍କ ଜନ୍ମ ୧୯୩୪ ମସିହା ରେ [[ଗୁଜୁରାଟ]] ର [[ବରୋଦା]] ଠାରେ ହେଇଥିଲା । ସେ [[ମୁମ୍ବାଇ]] ବିଶ୍ୱବିଦ୍ୟାଳୟ  ରେ ସ୍ନାତକ ଶିକ୍ଷ୍ୟା ଲାଭ କରିଥିଲେ । ଆଦି ମାର୍ଜାବାନ , ଇବ୍ରାହିମ ଅଳକାଜି ଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି ତାଙ୍କର ସହପାଠୀ ଥିଲେ । 
 
== କାର୍ଯ୍ୟ ଜୀବନୀ ==
୧୯୬୦ ଦଶକ ରେ ସେ ପରିକ୍ଷ୍ୟାମୂଳକ [[ମରାଠୀ]] ନାଟକ ରନାଟକର ଏକ ମୁଖ୍ୟ ଅଂଶ ରହିଥିଲେ । ସେ ଇଣ୍ଡୋ- [[ଜର୍ମାନ]] ଥିଏଟର ପ୍ରକଳ୍ପ ମଧ୍ୟ ଆରଭ କରିଥିଲେ । ୧୦୭୫ ମସିହା ରେ ତାଙ୍କୁ ଭାରତୀୟ ସଙ୍ଗୀତ ନାଟକ ଏକାଡେମି ତରଫ ରୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ  ସେ ଫିଲ୍ମ ଅଭିନୟ ପାଇଁ ଅନେକ ପୁରସ୍କାର ପାଇଥିଲେ । <ref>{{cite web |title=Shantata! Awishkar Chalu Aahe |url=http://www.mumbaitheatreguide.com/dramas/features/08/aug/28_feature_shantata.asp |date=August 2008 |publisher=Mumbai Theatre Guide }}</ref>
 
== ବ୍ୟକ୍ତିଗତ ଜୀବନୀ ==