"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎Gallery: Translated captions to Odia
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (- ର +ର )
୫୮ କ ଧାଡ଼ି:
 
== ଅଧିଷ୍ଠାତ୍ରୀ ଦେବୀ ==
ଏଠାକାର ଅଧିଷ୍ଠାତ୍ରୀ ଦେବୀ, [[ଚାମୁଣ୍ଡା]] ବା [[ଚର୍ଚିକା]] ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି । ଏହି ମନ୍ଦିର ରମନ୍ଦିରର ବାତାୟନ ରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଅଛି ।
ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ବରେ ଅନେକ ଭୈରବ ଏବଂ ଯୋଗିନିଙ୍କ ଦ୍ବାରା ବେଷ୍ଟିତ ଏହା ଦେଉଳ ରଦେଉଳର ନିମ୍ନ ଭାଗ ରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗ ରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।
 
ଉତ୍ତର କାନ୍ଥ ରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟ ରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତ ରେ ଅସୁର ରଅସୁରର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତ ରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ର ରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ବ ରେ ଗୋଟିଏ ଶୃଗାଳ ଛିଡାହୋଇଛି,ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ବ ରେ ଏକ ଯୋଗିନି ଧ୍ୟାନ ମୁଦ୍ରା ରେ ଦେବୀଙ୍କୁ ଲୟ କରୁଛି।
ଏହି ଦେଉଳ ରଦେଉଳର ତାନ୍ତ୍ରିକ ଔପାସନ ରଔପାସନର ପ୍ରମାଣ ଏହାର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭ ରୁ ଜାଣିହୁଏ। ସକାଳ ରସକାଳର ସୂର୍ଯ୍ୟ କିରଣ ଏହାର ଗର୍ଭ ଗୃହ ମଧ୍ୟରେ ପଡୁଥିଲେ ହେଁ ଅନ୍ୟ ସମୟ ରେ ଭିତରକୁ ଯିବାପାଇଁ କୃତ୍ରିମ ଆଲୋକର ସହାୟତା ଆବଶ୍ୟକ ହୋଇଥାଏ।
 
== Gallery ==
୭୯ କ ଧାଡ଼ି:
* [[List of temples in Bhubaneswar]]
== ଆଧାର ==
* ଅଧ୍ୟାପକ କରୁଣାକର ବେହେରା,କଳିଙ୍ଗ ରକଳିଙ୍ଗର ସ୍ଥାପତ୍ୟ ଓ ମନ୍ଦିର ଭାସ୍କର୍ଯ୍ୟ ,ଗ୍ରନ୍ଥ ମନ୍ଦିର,୧୯୬୪
== Footnotes ==
{{reflist}}