"ଲରମ୍ଭା ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେNo edit summary
୧ କ ଧାଡ଼ି:
{{ଆଧାର ନାହିଁ}}
'''ଲରମ୍ଭା କଲେଜ''' , ଓଡ଼ିଶା ରାଜ୍ୟ ର ବରଗଡ ଜିଲ୍ଲା ଅଧୀନ ଲରମ୍ଭା ଠାରେ ଅବସ୍ଥିତ । 
 
'''ଲରମ୍ଭା କଲେଜ''' , ଓଡ଼ିଶା ରାଜ୍ୟ ର [[ବରଗଡ଼ ଜିଲ୍ଲା|ବରଗଡ]] ଜିଲ୍ଲା ଅଧୀନ ଲରମ୍ଭା ଠାରେ ଅବସ୍ଥିତ । 
 
ଜାତୀୟ ରାଜପଥ ୬ ର ଗୋଡଭଗା ଛକ ଠାରୁ ଗୋଡଭଗା ସୋନପୁର ରାଜ୍ୟ ରାଜପଥ ରେ ୦.୭୫ କିଲୋମିଟର ଗଲେ ଏହି କଲେଜ ପଡେ । ଏହି କଲେଜ ପଶ୍ଚିମ ଓଡ଼ିଶା ର ଏକ ସର୍ବପୁରତନ ସମ୍ପୂର୍ଣ ଡିଗ୍ରୀ କଲେଜ ଓ ଓଡ଼ିଶା ସରକାର ଙ୍କ ଦ୍ଵାରା ସମ୍ପୂର୍ଣ ଅନୁଦାନପ୍ରପ୍ତ ଶ୍ରେଣୀ ର । ଅଞ୍ଚଳ ର ଜଣାଶୁଣା ସମାଜସେବୀ ବ୍ରଜ ମୋହନ ପଣ୍ଡା ଏହା କୁ ୧୯୬୪ ରେ ପ୍ରତିଷ୍ଠା କରିଥିଲେ ।