"ଲଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେNo edit summary
୧ କ ଧାଡ଼ି:
[[ଫାଇଲ:Laddu2.JPG|thumb|ବିବାହ ଉତ୍ଶବ ପାଇଁ ପ୍ରସ୍ତୁତ ଲଡୁ ]]
[[ଫାଇଲ:A_view_of_Laddu.JPG|thumb|200x200_ପିକସେଲ|ବୁନ୍ଦି ଲଡୁ ]]{{ଆଧାର ନାହିଁ}}
ଲଡୁ ଏକ ଗୋଲାକାର ମିଷ୍ଠାନ୍ନ ଯାହା ଭାରତୀୟ ଉପମହାଦେଶ ରେ ବହୁଳ ଭାବରେ ପ୍ରଚଳିତ । ଲଡୁ କୁ ମଇଦା , ବେସନ ଓ ଚିନି ପରି ଉପାଦାନ ସାହାଯ୍ୟ ରେ ବିଭିନ୍ନ ପ୍ରକାର ତିଆରି କରାଯାଏ । ଉତ୍ଶବ ତଥା ଧାର୍ମିକ ଅନୁଷ୍ଠାନ ରେ ଲଡୁ ବଣ୍ଟନ କରାଯାଇଥାଏ । ଲଡୁ ଗଣେଶଙ୍କ ପ୍ରିୟ ଯୋଗୁଁ ତାଙ୍କ ନିକଟରେ ଭୋଗ କରାଯାଏ ।
 
୨୪ କ ଧାଡ଼ି:
 
== ସଂସୃତି ସହ ଲଡୁ ର ସଂଯୋଗ ==
ଭାରତୀୟ ସଂସୃତି ସହ ଲଡୁ ର ଗଭୀର ସମ୍ବନ୍ଧ ରହିଥିବା ଜଣା ଯାଏ । ମହାରାଷ୍ଟ୍ର ରେ ଗଣେଶ ପୂଜା ସମୟ ରେ ଲଡୁ ପ୍ରସ୍ତୁତ ହେଇ ଭକ୍ତ ମାନଙ୍କୁ ପ୍ରସାଦ ହିସାବ ରେ ବଣ୍ଟନ ହୁଏ । ଆନ୍ଧ୍ର ପ୍ରଦେଶ ରେ ୨୦୧୨ ମସିହା ରେ ଗଣେଶ ପୂଜା ସମୟ ରେ ୬,୩୦୦ କିଲୋଗ୍ରା ଓଜନ ର ଲଡୁ ତିଆରି ହେଇ ଥିଲା , ଯାହାକୁ ବିଶ୍ଵ ର ସର୍ବବୃହତ ଲଡୁ ବୋଲି କୁହାଯାଏ । 
 
== ଆଧାର==
== ପୁନଶ୍ଚ ପଠନ ==
* Indian sweets
 
== ସଂଯୋଗ ସବୁ ==
{{Reflist}}
"https://or.wikipedia.org/wiki/ଲଡୁ"ରୁ ଅଣାଯାଇଅଛି