"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଆ +ଓଡ଼ିଆ)
ଟିକେ Bot: Automated text replacement (- ର +ର )
୬ କ ଧାଡ଼ି:
 
== ବିଶ୍ଵାସ ==
ଭଗବାନ ସଦାସର୍ବଦା ମନୁଷ୍ୟରେ ଭିତରେ ହିଁ ଥାଆନ୍ତି । ମୁସଲମାନ ହେଉ କିମ୍ବା ହିନ୍ଦୁ, ନିଜ ଭିତରେ ଥିବା ଭଗବାନଙ୍କୁ ଦେଖିବା ହିଁ ପ୍ରକୃତ ଯୋଗ । ଜଣେ ପ୍ରକୃତ ମଣିଷ ସଦାସର୍ବଦା ପରୋପକାର, ସହନଶୀଳ, ଅନ୍ୟ ରଅନ୍ୟର ମନରେ ଦୁଃଖ ନଦେବା, ନିୟମ ମାନି ଚଳିବା ଆଦି ହେଉଛି ପ୍ରକୃତ ଧର୍ମ । ଗୀତା, ବାଇବେଲ,କୋରାନ ଇତ୍ୟାଦି ହେଉଚି ସମାନ । ଏଥିରେ ଥିବା ତଥ୍ୟ ଗୁଡିକୁ ପଢିବା ଉଚିତ୍ । ଏହାର ପ୍ରକୃତ ଅର୍ଥ ନ ବୁଝି ଅଲଗା ଅର୍ଥ ବାହାର କରି ନିଜ ଭିତରେ ମତଭେଦ ଲାଗିରହୁଛି । ଓଡ଼ିଆ ଜାତି ସାଧାରଣତଃ ଟିକେ ବେଶି ଧର୍ମଭିରୁ । ଅନ୍ଧବିଶ୍ବାସ ଏଇଠି ବେଶି । କିଏ ଫୁଲମାଳ ପକାଇ ସୁଗନ୍ଧ ଲଗାଇ ଚିତା ଚଇତନ ହୋଇଗଲେ ଆମେ ତାକୁ ସାକ୍ଷାତ ଭଗବାନ ବୋଲି ମାନିନେଉ । ଢାଳି ଦେଉ ତାଙ୍କ ପାଦତଳେ ନିଜର କଷ୍ଟଅର୍ଜିତ ସମ୍ପତ୍ତି । ସେ କାଳେ ପ୍ରୀତ ହେଲେ ଭରିଦେବେ ଜୀବନରେ ଅନେକ ସୁଖ .. ନାଁ ସେମିତି ହୁଏନି । ମଣିଷ କେବଳ ସୁଖ ଖୋଜେ .. ଜାଣେନି ଦୁଃଖ ଭିତରେ ହିଁ ସୁଖ ଅନ୍ତର୍ନିହିତ ଥାଏ । ଦୁଃଖର ଗଦା ଭିତରୁ ସୁଖ ଖୋଜିବା ଉଚିତ । ଦୁଃଖରେ ଭାଙ୍ଗି ନ ପଡି ଓ ସୁଖରେ ବିହ୍ବଳ ନ ହୋଇ ଶାନ୍ତଚିତ୍ତରେ ଚିନ୍ତା କଲେ ହିଁ ଶାନ୍ତି ମିଳେ ଓ ସମାଧାନର ବାଟ ମିଳେ ।
 
==ଉଦ୍ଦେଶ୍ୟ==
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି