"ଟ୍ୟୁବଲାଇଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
{{ଆଧାର ନାହିଁ}}
 
ଟ୍ୟୁବଲାଇଟ ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ଭାରତୀୟ ଯୁଦ୍ଧ ଭିର୍ତ୍ତିକ ଚଳଚ୍ଚିତ୍ର । ଏହା ରଏହାର ନିର୍ଦେଶକ ହେଉଛନ୍ତି କବିର ଖାନ । ଏହି ଚଳଚ୍ଚିତ୍ର ଟି ସଲମାନ ଖାନ ଓ କବିର ଖାନ ଙ୍କ ପ୍ରଯୋଜିତ । ଚଳଚ୍ଚିତ୍ର ଟି ୧୯୬୨ ସିନୋ ଭାରତୀୟ ଯୁଦ୍ଧ କୁ ନେଇ ନିର୍ମାଣ କରାଯାଇଛି ।
 
ଏହି ଚଳଚିତ୍ର ରେ [[ସଲମାନ ଖାଁ|ସଲମାନ ଖାନ]],ସୋହେଲ ଖାନ,ଜୁହ ଜୁହ,ମାଟିନ ରେ ଟାଙ୍ଗୁ ଓ ଓମ୍ ପୁରୀ ମୂଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି । ଶାହରୁକ ଖାନ ଏହି ଚଳଚିତ୍ର ରେ ଅଳ୍ପ ସମୟ ପାଇଁ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି । ଜୁଳୀୟସ ପ୍ୟାକିୟାମ ଓ ପ୍ରୀତମ ଏହି ଚଳଚ୍ଚିତ୍ର ରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ଏହି ଚଳଚିତ୍ର ଟି ୨୩ଜୁନ ୨୦୧୭ ରେ ପ୍ରେକ୍ଷାଳୟକୁ ଛଡା ଯାଇଛି । ଏହି ଚଳଚିତ୍ର ଟି ଓମପୁରୀ ଙ୍କ ଶେଷ ଚଳଚ୍ଚିତ୍ର ଥିଲା । ୨୦୧୭ ଜାନୁଆରୀ ୬ ରେ ତାଙ୍କର ମୃତ୍ୟୁ ହୋଇଥିଲା ।
 
ଲକ୍ଷ୍ମଣ ସିଂ ବ୍ରିଷ୍ଟ ହେଉଛି ଗୋଟେ ମାନସିକ ଭାରସାମ୍ୟ ହାଇଥିବା ପିଲା । ନାରାୟଣ ଛଡା ତାକୁ ସମସ୍ତେ ଟ୍ୟୁବଲାଇଟ ଡାକୁଥିଲେ । ତାର ବାପା ମଦ୍ୟପ ବସ ଚାଳକ ଥିଲା । କିଛିଦିନ ପରେ ଲକ୍ଷ୍ମଣ ର ଭରତ ଭାଇ ପାଇଲା ସେ ପିଲାମାନଙ୍କ ଭିତରୁ ଯେଉଁମାନେ ତାକୁ ଚିଡାଉଥିଲେ । ସେମାନେ ବିଦ୍ୟାଳୟ ରେ ପଢ଼ନ୍ତି । ସେହି ସମୟ ରେ ଥରେ ମହାତ୍ମା ଗାନ୍ଧୀ ତାଙ୍କ ବିଦ୍ୟାଳୟ କୁ ଵିଶ୍ୱାସ, ନିଷ୍ଠା ଏସବୁ ବିଷୟରେ ପଢ଼ାଇବାକୁ ଆସିଥିଲେ । ଭାରତ ବ୍ରିଟିଶ ମୁକ୍ତ ହେବା ପରେ ଲକ୍ଷ୍ମଣ ଓ ଭାରତ ରଭାରତର ବାପା ମା ମରିଗଲେ ଓ ଗାନ୍ଧିଜୀ ଙ୍କ ହତ୍ୟା ହୋଇସାରିଥିଲା । ଲକ୍ଷ୍ମଣ ଓ ଭରତ ବଡ ହେଲେ ଦୁଇଜଣ ଦୁଇଜଣ ଙ୍କ ପ୍ରତି ଭଲପାଇବା ଆନ୍ତରିକ ବହୁତ ବଢିଯାଏ ଓ ସେମାନେ ବହୁତ ସାହସୀ ହୋଇଯାଇଥାନ୍ତି । ହଠାତ ଦିନେ ଭାରତ ସୀମା ଉପରେ ଚାଇନା ରଚାଇନାର ସୈନ୍ୟ ଆକ୍ରମଣ କଲା । ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ସେନା ରେ ମିଶିବା ପାଇଁ ଚାକିରୀ ବାହାରିଲା । ଲକ୍ଷ୍ମଣ,ଭରତ ଓ ନାରାୟଣ ସଥିପାଇଁ ଚେଷ୍ଟା କଲେ । କିନ୍ତୁ ଭରତ ଉତ୍ତୀର୍ଣ୍ଣ ହେଲା । ନାରାୟଣ ରନାରାୟଣର ଆଣ୍ଠୁ ଯନ୍ତ୍ରଣା ପାଇଁ ଓ ଲକ୍ଷ୍ମଣ ମାନସିକ ବିକରଗ୍ରସ୍ତ ହୋଇଥିବା ରୁ ସେମାନେ ସେନା ରେ ମିଶି ପାରିଲେନାହିଁ ।
କିନ୍ତୁ ସେମାନଙ୍କୁ ସେନାରେ ଖବରଦାତା ଭାବେ ରଖାଗଲା । ଭରତ ଓ ଅନ୍ୟ ସୈନ୍ୟ ମନେ ସୀମା ସୁରକ୍ଷା ପାଇଁ ଗଲେ । ହଠାତ ଭାରତ ଓ ଚାଇନା ମଧ୍ୟରେ ଯୁଦ୍ଧ ହେଲା । ଯାହା ବିଷୟରେ ଲକ୍ଷ୍ମଣ ମଧ୍ୟ ଜାଣିଲା ।