"ଟିଣ୍ଟୁ ଲୁକ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Tintu Lukka"
 
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
'''ଟିଣ୍ଟୁ ଲୁକ୍କା''' (ଜନ୍ମ ୨୬ ଏପ୍ରିଲ ୧୯୮୯ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ମଧ୍ୟ -ଦୂରତା ଦୌଡ ପ୍ରତିଯୋଗୀତା ମାନଙ୍କ ରେ ଦେଶ ଓ ବିଦେଶ ରେ ଅନେକ ପଦକ ହାସଲ କରିଛନ୍ତି । ତାଙ୍କର ଜନ୍ମ କେରଲ ରାଜ୍ୟ ରରାଜ୍ୟର ଭାଲାଥୋଡେ ଠାରେ ହେଇଥିଲା 
 
 
କ୍ରିଡା ଅବଦାନ 
ଟିଣ୍ଟୁ ୮୦୦ ମିଟର ମହିଳା ଡୋଡା ରେ ଭାରତୀୟ ଜାତୀୟ ରେକର୍ଡ ରରେକର୍ଡର ଅଧିକାରୀ । ସେ ୨୦୧୬ ମସିହା ରେ [[ବ୍ରାଜିଲ]] ର [[ରିଓ]] ଠାରେ ହେଇଥିବା[[ ଅଲିମ୍ପିକ]] ଖେଳ ରେ 800 ମିଟର ମହିଳା ଦୌଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୨ ମସିହା [[ଲଣ୍ଡନ]] ଅଲିମ୍ପିକ ରେ ମଧ୍ୟ ସେ ଭାଗ ନେଇଥିଲେ । ସେ ୨୦୧୫ ମସିହା ଏସିଯା ଚ୍ଚମ୍ପିୟାନ ହେବା ସହ ଅସିଆ ଅଥଲଟିକ ଏମଆଇଟି ରେ ସମୁଦାଯ 6 ଟି ପଦକ ହାସଲ କରିଥିଲେ । 
 
ଭାରତୀୟ ଦୌଡ-ରାଣୀ କୁହାଯାଉଥିବା ପି . ଟି . ଉଷା ଙ୍କ ତାଲିମ ରେ ସେ ମହିଳା ୪୦୦ ମିଟର ଓ ମହିଳା ୪x୪୦୦ ମିଟର ରିଲେ ରେଶ ରେ ୨୦୧୩ ଏସୀୟ ଆଥଲେଟିକ ମିଟରେ ଭାଗ ନେଇ ସ୍ଵର୍ଣ ପଦକ ଜିତିଥିଲେ । ୨୦୧୪ ମସିହା ରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ ।