"ଝାରସୁଗୁଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- ର +ର )
୧୩୬ କ ଧାଡ଼ି:
 
== ଗମନାଗମନ ==
ଗମନା ଗମନ ଦୃଷ୍ଟି ରୁ ଝାରସୁଗୁଡା ଜିଲ୍ଲା ଓଡ଼ିଶା ରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥ ଦ୍ଵାରା ସଂଯୁକ୍ତ ହେଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥ ରରାଜପଥର ବିସ୍ତାର ମଧ୍ୟ ଜିଲ୍ଲା ରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତା ରୁ ମୁମ୍ବାଇ କୁ ରାଜପଥ ସହ ସମ୍ବଲପୁର ରାଉରକେଲା କୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡା ରୁ ଛତିଶଗଦ ରଛତିଶଗଦର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହେଇଛି ।
== ଶିଳ୍ପ ==
ଝାରସୁଗୁଡା ଜିଲ୍ଲା ରେ ଶିଳ୍ପ ରଶିଳ୍ପର ବହୁଳ ଉନ୍ନତି ହେଇ ଏହା ଭାରତ ରଭାରତର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲା ରେ ବ୍ରଜରାଜନଗର ଅଞ୍ଚଳ ରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାର ରଜଳଭଣ୍ଡାରର ଜଳ ଓ ରେଳ ଓ ସଡକ ପଥ ଥିବା କାରଣ ରୁ ଜିଲ୍ଲା ରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟ ରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।
 
== ପର୍ଯ୍ୟଟନ ସ୍ଥଳ ==
ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ଅନେକ ପ୍ରାକୃତିକ ତଥା ଦର୍ଶନୀୟ ସ୍ଥାନ ରହିଛି । ସେଥି ମଧ୍ୟରୁ [[କୋଇଲି ଘୋଘର ଜଳପ୍ରପାତ]] ଭାରତ ବିଖ୍ୟାତ ।<ref>http://www.nuaodisha.com/Odisha-Tourism/Tourist-Places-in-Jharsuguda.htm</ref> ଏହି ଜଳପ୍ରପାତ ଲଖନପୁର ନିକଟସ୍ଥ କୁଶମେଲବହଳ ନାମକ ଗ୍ରାମ ସନ୍ନିକଟ ରେ ଅବସ୍ଥିତ । ଏହି ଜଳ ପ୍ରପାତ ରେ ୨୦୦ଫୁଟ ଉପରୁ ଜଳ ନିର୍ଗତ ହେଇ ତାହା ବହି ଯାଏ ଓ ମହାନଦୀ ରେ ମିଶ୍ରଣ ହୁଏ ।
ଏହା ଛଡ଼ା ଝାରସୁଗୁଡ଼ାରୁ ୨୫ କିଲୋମିଟର ଦୂର ବିକ୍ରମଖୋଲର ଗୁମ୍ଫା ଭିତରେ ପ୍ରାକ- ଐତିହାସିକ ଶିଳା ଲେଖ ମାନ ପ୍ରତ୍ନତତ୍ଵ ବସ୍ତୁ ହିସାବରେ ଐତିହାସିକ ଓ ପ୍ରତ୍ନତତ୍ଵବିଦ ମାନଙ୍କୁ ଆକର୍ଷିତ କରେ ।<ref>{{cite web|url=http://odishanewsnitidin.com/index.php?ID=20&PubId=4&schedule=2016-10-23&PageNum=3|title=ରହସ୍ୟ ଖୋଲିବା ପୂର୍ବରୁ ଲିଭିଯିବ ପ୍ରାଚୀନ ଲିପି|publisher=ନିତିଦିନ|accessdate=23 October 2016}}</ref> ଝାରସୁଗୁଡ଼ା ସହରସ୍ଥ ଝଡେଶ୍ଵର ମନ୍ଦିର , ବ୍ରଜରାଜ ନଗର ନିକଟସ୍ଥ ଚଣ୍ଡୀ ମନ୍ଦିର , ପାହାଡୀ ମନ୍ଦିର ମଧ୍ୟ ବହୁ ପୁରାତନ ସ୍ଥାପତ୍ୟ ରସ୍ଥାପତ୍ୟର ପରିଚୟ ହିସାବ ରେ ଅଛି ।
 
== ଆଧାର ==