"ଜଳେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- ର +ର )
୨୫ କ ଧାଡ଼ି:
 
= ଅବସ୍ଥିତି =
ଜଳେଶ୍ୱର, ଓଡ଼ିଶା ରଓଡ଼ିଶାର ଏକ ପ୍ରାଚୀନ ସହର। ଏହା ଓଡ଼ିଶା ଏବଂ ପଶ୍ଚିମ ବଂଗ ରବଂଗର ସୀମାନ୍ତ । ସୁବର୍ଣ୍ଣରେଖା ରସୁବର୍ଣ୍ଣରେଖାର ଉପକୂଳ ରେ ଏହା ଅବସ୍ଥିତ। ବାଲେଶ୍ୱର ଜିଲ୍ଲା ସଦର ମହକୁମା ଠାରୁ ୫୦ କି:ମି ଦୂର।
 
==ଇତିହାସ==
 
==ଦର୍ଶନୀୟ ସ୍ଥାନ==
*ଦୀଘା: ପଶ୍ଛିମବଙ୍ଗ ରପଶ୍ଛିମବଙ୍ଗର ପ୍ରସିଦ୍ଧ ବେଳାଭୁମି ଦୀଘା ଏହା ଠାରୁ ୩୮ କି:ମି ଦୂର। ପର୍ଯ୍ୟଟକ ମାନେ ଏଠାରୁ ବସ୍, ଅଟୋ, କାର୍ ମାଧ୍ୟମ ରେ ସେଠାକୁ ଯାଇ ପାରିବେ।
 
*ଚନ୍ଦନେଶ୍ୱର: ଓଡ଼ିଶା ରଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱର ମନ୍ଦିର ୨୭ କି;ମି ଦୂର ରେ ଅବସ୍ଥିତ। ମହା ବିଷୁବ ସଂକ୍ରାନ୍ତି ରେ ଏଠାରେ ପ୍ରସିଦ୍ଧ ଚଡକ ଯାତ୍ରା ପାଳନ କରାଯାଏ (ଆଞ୍ଚଳିକ ଭାଷା ରେ ଉଡା ପର୍ବ, ନୀଳ ପର୍ବ ଓ ପାଟ ଯାତ୍ରା)। ପ୍ରତି ବର୍ଷ ଏହି ଦିନ ଓଡ଼ିଶା ଏବଂ ପଡୋଶୀ ରାଜ୍ୟ ରୁ ପାଖାପାଖି ୩ ରୁ ୪ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ।
 
*ତାଳସାରୀ ଓ ଉଦୟପୁର : ତାଳସାରୀ ଓ ଉଦୟପୁର, ଚନ୍ଦନେଶ୍ୱର ଠାରୁ ୫ କି:ମି ଦୂର । ଏହା ଓଡ଼ିଶା ରଓଡ଼ିଶାର ସୀମାନ୍ତ ବେଳାଭୂମି। ଶାନ୍ତ ପରିବେଶ, ଲମ୍ୱା ଲମ୍ବା ନଡିଆ ଗଛ, ତାଳ ଗଛ ଏବଂ ବୀସ୍ତିର୍ଣ୍ଣ ଝାଉଁ ବଣ ରବଣର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ଦୂର ଦୂରାନ୍ତ ରୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି। ସାମୁଦ୍ରିକ ନାଲି କଙ୍କଡା ଏଠାକାର ମୁଖ୍ୟ ଆକର୍ଷଣ।
 
==ଶିକ୍ଷା==
"https://or.wikipedia.org/wiki/ଜଳେଶ୍ୱର"ରୁ ଅଣାଯାଇଅଛି