"ଚାର୍ଲସ ଡାରଉଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ତାଂକ → ତାଙ୍କ (2) using AWB
ଟିକେ Bot: Automated text replacement (- ର +ର )
୨୧ କ ଧାଡ଼ି:
|doctoral_students =
|notable_students =
|known_for = ବିବର୍ତ୍ତନ ମତବାଦ, The origin of species ରspeciesର ରଚନା
|author_abbrev_bot =
|author_abbrev_zoo =
୩୨ କ ଧାଡ଼ି:
|spouse = ଏମ୍ମା ଡାରଉଇନ
}}
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ଵବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ଵବିଜ୍ଞାନୀ | “ବିବର୍ତ୍ତନବାଦ" ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀ ରପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀ ରୁ ହୋଇଅଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦ ରବିବର୍ତ୍ତନବାଦର ଶାଖା ପ୍ରଶାଖା ରପ୍ରଶାଖାର ନିମନ୍ତେ "[[:en:Natural selection|ପ୍ରାକୃତିକ ଚୟନ]](ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "[[:en:On the Origin of Species|ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍]] '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଂକ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦ କୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନ୍ କଂ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତା କୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
 
==ବାଲ୍ୟ ଜୀବନ ଏବଂ ଶିକ୍ଷା==
ଡାରଉଇନ୍ କଂ ଜନ୍ମ ୧୨ ଫେବୃୟାରୀ ୧୮୦୯ ମସିହାରେ ଏକ ଧନୀ ପରିବାରେ ଶ୍ରୀଉବରୀ,ଶ୍ରୋଫଶାୟର୍,ଇଂଲଣ୍ଡ୍ ରେ ହୋଇଥିଲା |ପିତା ରର୍ବଟ ଡାରଉଇନ୍ ଏବଂ ମାତା ସୁଶାନା ଡାରଉଇନ୍ ୬ ଜଣ ସନ୍ତାନସନ୍ତତି ମଧ୍ୟେ ସେ ପଂଚମ ସନ୍ତାନ ଥିଲେ |ଡାର୍ପିଉଇନ୍ କଂ ପିତା ଜଣେ ଚିକିସ୍ଚକ ଥିଲେ| ଛୋଟ ବେଳୁ ଚାର୍ଲ୍ସ୍ କଂ ମନ ପ୍ରାକୃତିକ ବିଜ୍ଞାନରେ ଥିଲା |୧୮୨୫ ମସିହାରେ ସେ ପିତାକଂ ଅଧିନରେ ଡାକ୍ତରୀ ସେବା ଆରମ୍ଭ୍ କଲେ | କିନ୍ତୁ ଡାକ୍ତରୀ ପଢା ଠାରୁ ତାହାଂକର ମନ ପ୍ରକୃତିରେ ଥିଲା ଯାହା ନିମନ୍ତେ ଡାକ୍ତରୀ ପଢାରେ ଅବହେଳା ହେଲା | ୟୁନିଭର୍ସିଟି ଅଫ୍ କାମ୍ବ୍ରିଜ୍( ଖ୍ରୀଷ୍ଟ୍ କଲେଜ୍ )ରେ ଅଧ୍ୟୟନ ତାହାଂକୁ ପ୍ରାକୃତିକ ବିଜ୍ଞାନ ରେ ଅଧିକ ଉତ୍ସାହିତ କରିଥିଲା | ଏଚ୍ .ଏମ୍ .ଏସ୍ ବିଗଲ୍ ରେ ୫ ବର୍ଷୀୟା ସାମୁଦ୍ରିକ ଯାତ୍ରା ତାହାଂକୁ ଜଣେ ସୁପରିଚିତ ଭୂବୈଜ୍ଞାନିକ ରୂପେ ଅଧିସ୍ଥାନ କରିବାରେ ସହାୟ ହୋଇଥିଲା |
ଜୀବଜନ୍ତୁ ଏବଂ ସେମାକଂର ଭଗ୍ନାବଶେଷର ଭୌଗଳିକ ବିବଣ୍ଟନ ରେ ଡାରଉଇନ୍ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ସେ ବିଷୟରେ ଗବେଷଣା ଆରମ୍ଭ କରିଥିଲେ | ୧୮୩୮ ମସିହାରେ ସେ "ଥିଓରି ଅଫ୍ ନାଚୁରାଲ୍ ସିଲେକ୍ସନ୍" ର ଘୋଷଣା କରିଥିଲେ |
 
==ଏଚ୍ଏମ୍ଏସ୍ ବିଗଲରେ ସାମୁଦ୍ରିକ ଯାତ୍ରା==
ଡାରଉଇନ୍ ତାଙ୍କ ବିଖ୍ୟାତ ସାମୁଦ୍ରିକ ଯାତ୍ରା ୨୭ ଡିସେମ୍ବେର୍ ୧୮୩୧ ରେ ଆରମ୍ଭ କରିଥିଲେ | ସେ ୫ ବର୍ଷ ଭ୍ରମଣ କରିଥିଲେ | ଡାରଉଇନ୍ ୫ ବର୍ଷ ମଧ୍ୟରେ ଅନେକାଂଶ ସମୟ ଭୂତତ୍ତ୍ଵ ଏବଂ ସାମୁଦ୍ରିକ ଜୀବମାନଂକ ଉପରେ ଗବେଷଣା କରିବାରେ ଅତିବାହିତ କରିଥିଲେ | ଏହିସବୁ ବିଷୟ ପରେ ପୁସ୍ତିକା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍" ର ରୂପରେଖ ନେଇଥିଲା | ଏଚ୍ଏମ୍ଏସ୍ ବିଗଲ୍ ଜାହାଜ ଦକ୍ଷିଣ ଅମେରିକାର ସମୁଦ୍ରତଟ ଭ୍ରମଣ କରିଥିଲା |ଏହି ସାମୁଦ୍ରିକ ଯାତ୍ରା ଡାରଉଇନ୍ କଂ ସାମାଜିକ ,ରାଜନୈତିକ ଏବଂ ମାନବବିଜ୍ଞାନ ବିଚାରଧାରା କୁ ଅତିମାତ୍ରା ରେ ପ୍ରଭାବିତ କରିଥିଲା |
 
==ଗବେଷଣା==
ଇଂଲଣ୍ଡ୍ ପ୍ରତ୍ୟାବର୍ତନ କରିବା ବେଳକୁ ଡାରଉଇନ୍ ଅନେକ ଖ୍ୟାତି ଅର୍ଜନ କରିସାରିଥିଲେ | ୧୮୩୬ ମସିହା ମଧ୍ୟ ଡିସେମ୍ବେର୍ ରେ ସେ କ୍ୟାମ୍ବ୍ରିଜ୍ ରେ ସେ ନିଜର ପତ୍ରିକା ରଚନା କରିବା ଆରମ୍ଭ କରିଥିଲେ | ଡାରଉଇନ୍ ତାଙ୍କ ଗବେଷଣା ପାଇଁ ଜିଓଗ୍ରାଫିକାଲ୍ ସୋସାଇଟିର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ | ଡାରଉଇନ୍ ଅନୁମାନ କରିଥିଲେ ଯେ "ଗୋଟିଏ ପ୍ରଜାତି ଅନ୍ୟ ଏକ ପ୍ରଜାତିକୁ ପରିବର୍ତିତ ହେଉଛି "| ଏହା ରିଆ ପକ୍ଷୀ ଏବଂ ମାକ୍ରୋଚେନିଆ ପ୍ରଜାତିର ଭୌଗଳିକ ବିତରଣକୁ ବୁଝାଇବାରେ ସହାୟ ହେଇଥିଲା | ଅନ୍ୟ ଏକ ପୁସ୍ତକରେ ସେ ପରିବର୍ତିତ ପରିବେଶ ସହ ଖାପଖୁଇବା ପାଇଁ ପ୍ରଜାତିର ପରିବର୍ତନ ହେଉଛି ବୋଲି ଦର୍ଶାଇଥିଲେ |ଏହା ଗାଲାପାଗୋସ କଇଁଛ, ମକିଂଗବର୍ଡ଼ ଏବଂ ରିଆ ପକ୍ଷୀ ରପକ୍ଷୀର ପରିବର୍ତନକୁ ବୁଝାଇବାରେ ସକ୍ଷମ ହୋଇଥିଲା |
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ପ୍ରକାଶନ ଅଭୁତପୁର୍ବ ସଫଳତା ପାଇଲା | ଡାରଉଇନ୍ ନିଜ ସିଦ୍ଧାନ୍ତ ଏହି ରୂପେ ଉପସ୍ଥାପନା କରିଥିଲେ,”ଯେହେତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀ ପ୍ରତ୍ୟେକ ପ୍ରଜାତି ରୁ ଜନ୍ମ ନେଉଛନ୍ତି ପ୍ରତ୍ୟେକ ପ୍ରାଣୀ ଜୀବନଯାପନ ପାଇଁ ସମାନ ପରିବେଶରେ ସଂଘର୍ଷ କରୁଛନ୍ତି (struggle for existence)|ଯଦିଓ କୌଣସି ପ୍ରାଣୀର ସାମାନ୍ୟ ଭାବରେ କୌଣସି କାର୍ଯ୍ୟରେ ଅଗ୍ର ତେବେ ସେହି ପ୍ରାଣୀର ବଂଚିବାର ସମ୍ଭାବନା ସେହି ପରିବେଶରେ ଅନ୍ୟ ମାନଂକ ଠାରୁ ଅଧିକ | ତେଣୁ ସେହି ବଛାଯାଇଥିବା ପ୍ରାଣୀ ଏକ ନୂଆ ତଥା ପରିବର୍ତିତ ରୂପ ଧାରଣ କରିବା ଦିଗରେ ଅଗ୍ରସର ହେବ (natural selection)|”
 
==ପୁସ୍ତକ ଉପରେ ପ୍ରତିକ୍ରିୟା==
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ଉପରେ ଅନ୍ତର୍ଜାତିକ ପ୍ରତିକ୍ରିୟା ପ୍ରକାଶ ପାଇଲା | ଖରାପ ସ୍ଵାସ୍ଥ୍ୟ ଡାରଉଇନ୍ କୁ ସାର୍ବଜନିକ ଜନମାନସରୁ ଦୁରେଇ ରଖିଥିଲା କିନ୍ତୁ ସେ ବୈଜ୍ଞାନିକ ପ୍ରତିକ୍ରିୟା ,ସମ୍ବାଦପତ୍ର ସମୀକ୍ଷା ,ବ୍ୟଗଂ ଉପରେ ନିଜର ନଜର ରଖିଥିଲେ ଏବଂ ନିଜର ମତାମତ ପତ୍ର ମାଧ୍ୟମରେ ଉପସ୍ଥାପିତ କରିଥିଲେ | ଚର୍ଚ୍ଚ୍ ଅଫ୍ ଇଂଲଣ୍ଡ୍ ରଇଂଲଣ୍ଡ୍ର ପ୍ରତିକ୍ରିୟା ମିଶ୍ରିତ ଥିଲା | [[:en:Darwinism|ଡାରଉଇନିଜମ୍]] ଏକ ବୈପ୍ଲବିକ ଚିନ୍ତାଧାରାରେ ପରିଚୟ ନେଲା ଯାହାକି ବିଜ୍ଞାନର ଧର୍ମ ଉପରେ ବିଜୟର ସୂଚକ ବହନ କରିଥିଲା | ବିବର୍ତ୍ତନବାଦ ପୁରୋଧା ରୂପେ ଡାରଉଇନ୍ ୩ ନଭେମ୍ବେର୍ ୧୮୬୪ ଦିନ ରୟାଲ୍ ସୋସାଇଟିର କୋପଲେ ମେଡାଲ୍ ପ୍ରାପ୍ତ କରିଥିଲେ | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ "ର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା | ଯାହାକି ସମାଜର ବିଭିନ୍ନ ବର୍ଗର ସମୁଦାୟର ଧ୍ୟାନ ଆକର୍ଷିତ କରିଥିଲା |
 
==ଦେହାନ୍ତ ଏବଂ ଅନ୍ତିମ କ୍ରିୟା==
୧୮୮୨ ରେ ଡାରଉଇନ୍ ଏକ ହୃଦୟଜନିତ ରୋଗ ରେ ପୀଡିତ ଥିଲେ | ତାହାଂକ ମୃତ୍ୟୁ ୧୯ ଏପ୍ରିଲ୍ ୧୮୮୨ ମସିହାରେ 'ଡାଉନ୍ ହାଉସ୍ 'ରେ ହୋଇଥିଲା |
ଡାରଉଇନ୍ ତାହାଂକ ସମୟର ଜଣେ ମହାନ ବୈଜ୍ଞାନିକ ଥିଲେ | ଯାହାଂକ ନିକଟରେ ବୈପ୍ଲବିକ ଚିନ୍ତାଧାରା ଥିଲା | ଏହି ସମୟକୁ 'ଡାରଉଇନିଜମ୍ ରଡାରଉଇନିଜମ୍ର ଏକ୍ଲିପସ୍ ' କୁହାଯାଏ କାରଣ ଅନେକ ବୈଜ୍ଞାନିକ କ୍ରମାଗତ ପ୍ରଚେଷ୍ଟା ସତ୍ବେ ଅନ୍ୟ କୌଣସି ବିକଳ୍ପ ଡାରଉଇନିଜମ୍ ବିପକ୍ଷରେ ଉପସ୍ଥାପନ କରିପାରିନଥିଲେ |
୧୯୩୦ ରୁ ୧୯୫୦ ମଧ୍ୟରେ ବିବର୍ତ୍ତନବାଦ ବିକାଶ ତଥା [[:en:Mendelian inheritance|ମେଣ୍ଡେଲିଆନ୍ ଜେନେଟିକ୍ସ୍]] ଏବଂ [[:en:Population genetics|ପପୁଲେସନ୍ ଜେନେଟିକ୍ସ୍]] ଏହା ପ୍ରମାଣିତ କରିଥିଲା ଯେ ପ୍ରାକୃତିକ ଚୟନ ( natural selection) କ୍ରମବିକାଶ ଅଥବା ବିବର୍ତ୍ତନବାଦ ରବିବର୍ତ୍ତନବାଦର ମୂଖ୍ୟ କାରଣ |
 
== ଆଧାର ==