"ଚାରୁପାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- ର +ର )
୪୩ କ ଧାଡ଼ି:
* ୨ ଚାମଚ ତେଲ
* ୧/୨ ଚାମଚ ହଳଦୀ ଗୁଣ୍ଡ
* ପ୍ରଥମେ ରସୁଣ, ଗୋଲ୍ ମରିଚ ଓ ଜିରା ରଜିରାର ଗୁଣ୍ଡ ତିଆରି କରନ୍ତୁ
 
== ତିଆରି ପ୍ରାଣାଳୀ ==
* ତେନ୍ତୁଳି କୁ ୧/୨ କପ୍ ଅଳ୍ପ ଗରମ ପାଣିରେ ୨୦-୩୦ ମିନିଟ୍ ଯାଏ ଭିଜାଇ, ସେଥିରୁ ତେନ୍ତୁଳି ଖଦାକୁ ଚିପୁଡି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ
* ରସୁଣ, ଗୋଲ୍ ମରିଚ ଓ ଜିରା ରଜିରାର ଗୁଣ୍ଡ ତିଆରି କରନ୍ତୁ
* କଢାଇରେ ତେଲ ଗରମକରି ସେଥିରେ ଅଳ୍ପ ସୋରିଷ, ଭ୍ରୁସିଙ୍ଗା ପତ୍ର, ସୁଖିଲା ଲଙ୍କା ଓ ହିଙ୍ଗୁକୁ ଫୁଟାନ୍ତୁ
* ଗୋଟିଏ ଗୋଟା ଟମାଟକୁ ଛୋଟ ଛୋଟ ଆକାରରେ କାଟି ସେହି ଫୁଟଣରେ ପକାଇ, ନରମ ହେବା ଯାଏ କିଛି ସମୟ ଘାଣ୍ଟନ୍ତୁ
* ୧/୨ ଚାମଚ ହଳଦୀ ଗୁଣ୍ଡ ସହ ରସୁଣ, ଗୋଲ୍ ମରିଚ ଓ ଜିରା ରଜିରାର ଗୁଣ୍ଡକୁ ସେଥିରେ ପକାଇ ଘାଣ୍ଟନ୍ତୁ
* ତେନ୍ତୁଳି ପାଣିରେ, ଆବଶ୍ୟକ ଅନୁଯାୟୀ ପାଣି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସେହି ଫୁଟଣରେ ପକାଇ ଗରମ କରନ୍ତୁ
* ଚାରୁପାଣି ଗରମ ହୋଇ ଫୁଟି ଆସିବା ମାତ୍ରେ ସେଥିରେ ଧନିଆ ପତ୍ର ପକାଇ ଢାଙ୍କୁଣିରେ ଘୋଡାଇ ଦିଅନ୍ତୁ
"https://or.wikipedia.org/wiki/ଚାରୁପାଣି"ରୁ ଅଣାଯାଇଅଛି