"ଚାନ୍ଦୁ ସର୍ବତେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Chandu Sarwate"
 
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
{{Infobox cricketer|batting=Right-hand bat|bowling=Right-arm [[off-break]], [[Leg-break]]|international=true|country=Indian|testdebutdate=20 July|testdebutyear=1946|lasttestdate=14 December|lasttestyear=1951|columns=2|column1=[[Test cricket|Tests]]|column2=[[First-class cricket|First-class]]|matches1=9|matches2=171|runs1=208|runs2=7430|bat avg1=13.00|bat avg2=32.73|100s/50s1=-/-|100s/50s2=14/38|top score1=37|top score2=246|deliveries1=658|deliveries2=27533|wickets1=3|wickets2=494|bowl avg1=124.66|bowl avg2=23.54|fivefor1=-|fivefor2=26|tenfor1=-|tenfor2=3|best bowling1=1/16|best bowling2=9/61|catches/stumpings1=-/-|catches/stumpings2=91/-|source=http://content-aus.cricinfo.com/ci/content/player/33859.html}}'''ଚନ୍ଦ୍ରଶେଖର ତ୍ରିମ୍ବକ ସର୍ବତେ ''' [[ଫାଇଲ:Loudspeaker.svg|ଲିଙ୍କ=ଫାଇଲ:Chandu_Sarwate.ogg|11x11_ପିକସେଲ|ଶବଦ ବିଷୟରେ]] [[ମାଧ୍ୟମ:Chandu Sarwate.ogg|pronunciation]]&#x20;<small class="metadata audiolinkinfo" style="cursor:help;">([[ଉଇକିପିଡ଼ିଆ:Media help|<span style="cursor:help;">help</span>]]·[[:ଫାଇଲ:Chandu Sarwate.ogg|<span style="cursor:help;">info</span>]])</small> ଜଣେ ଭାରତୀୟ କ୍ରିକେଟ ଖେଳାଳି । ତାଙ୍କର ଜନ୍ମ 22 ଜୁଲାଇ 1920 ମସିହା ରେ ମଧ୍ୟ ପ୍ରଦେଶ ରପ୍ରଦେଶର ସାଗର ଠାରେ ହେଇଥିଲା ଓ ମୃତ୍ୟୁ 23 ଡିସେମ୍ବର 2003 ରେ ଇନ୍ଦୋର ଠାରେ ଘଟିଥିଲା । ସେ ଜେନ ଅଲରାଉଣ୍ଡର ଥିଲେ ଓ ଭାରତ ପାଇଁ 1946 ରୁ 1951 ମସିହା ମଧ୍ୟ ରେ 9 ଟି ଟେଷ୍ଟ ଖେଳିଥିଲେ । ତାଙ୍କର ବାଟିଙ୍ଗ ହାର 13.00 ଥିଲା । ସେ ଜଣେ ସ୍ୱଳ୍ପ ଗତି ସ୍ପିନ ବୋଲର ମଧ୍ୟ ଥିଲେ । 
 
 ଘରେଇ କ୍ରିକେଟ ଅବଦାନ 
ପ୍ରଥମ ଶ୍ରେଣୀ କ୍ରିକେଟ ରେ ଚନ୍ଦୁ 32 ବର୍ଷ ଧରି କେନ୍ଦ୍ରୀୟ ପ୍ରଭିନ୍ସ , ବେରାର , ମହାରାଷ୍ଟ୍ର , ହିନ୍ଦୁସ , ବମ୍ବେ , ହୋଲକାର , ମଧ୍ୟପ୍ରଦେଶ ଓ ବିଦର୍ଭ ଦଳ ପାଇଁ ଖେଳିଥିଲେ । ତାଙ୍କର ଶ୍ରେଷ୍ଠ ଇନିଂସ ରେ ସେ 1046 ମସିହା ରେ ଭାରତ ବନାମ ସରେ ମେଚ ରେ ଅଭଲ ଠାରେ ଖେଳି ଶୁତେ ବାନାର୍ଜୀ ଙ୍କ ସହ ମିଶି 249 ରn ରରnର ଭାଗୀଦାରୀ ଶେଷ ୱିକେଟ ପାଇଁ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ ରେ ଏହା ପ୍ରଥମ ଅବସର ଥିଲା ଯେଉଥିରେ ଶେଷ ଦୁଇ ବେଟସ ମେନ ଶତକ ଅର୍ଜନ କରିଥିଲେ  ।<ref name="Beard">{{Cite book|title=Ask Bearders|last=Frindall|first=Bill|publisher=[[BBC Books]]|year=2009|isbn=978-1-84607-880-4|pages=182–183|author-link=Bill Frindall}}</ref> ଏହା ପ୍ରଥମ ଶ୍ରେଣୀ ରେ ଶ୍ରେଷ୍ଠ ଭାଗୀଦାରୀ ରେକର୍ଡ ହେଇ ରହିଛି । ତାଙ୍କର ଘରେଇ ଖେଳ ରେ ହୋଲକାର ତରଫ ରୁ ବଙ୍ଗଳା ବିପକ୍ଷ ରେ 246 ରନ ସର୍ବଶ୍ରେଷ୍ଠ ଥିଲା । ତାଙ୍କର ଶ୍ରେଷ୍ଠ ବୋଲିଂ 9/61 ଥିଲା ଯାହା ସେ ମହିଶୂର ବିରୂଢ ରେ କରିଥିଲେ । ବାଟିଙ୍ଗ ରେ ତାଙ୍କର ହାର ଘରେଇ କ୍ରିକେଟ ରେ 32.73 ଓ ବୋଲିଂ ରେ 23.54 ଥିଲା ।  
 
ସର୍ବତେ 1980 ମସିହା ପ୍ରାରମ୍ଭ ରେ 3 ବର୍ଷ ପାଇଁ ଜାତୀୟ କ୍ରିକେଟ ଚୟନକର୍ତା ଥିଲେ । ବିଶ୍ଵ କପ ବିଜୟୀ 1983 ର1983ର ଦଳ ବାଛିଲା ବେଳେ ସେ ଚୟନକର୍ତା ଭାବରେ ଥିଲେ । ସେ ଅନେକ ଥର ଚୟନ ବୋର୍ଡ  ର ଚେୟାରମେନ ରହିଥିଲେ । 
 
== ଆଧାର ==