"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୩୮ କ ଧାଡ଼ି:
 
== କିମ୍ବଦନ୍ତୀ ==
କିମ୍ବଦନ୍ତୀ କହେ , ପୁରାତନ କାଳରେ ସେ ଅଞ୍ଚଳ ରେ  ଦୁର୍ଲଭସେଠ ପୀତାମ୍ବରଦାସ ମହାଜନ ନାମକ ଜଣେ ଧନୀ ଓ ପ୍ରତିପତ୍ତିଶାଳୀ ବଣିକ ବସବାସ କରୁଥିଲେ ।ସେ  ଦେବୀ ଶପ୍ତର୍ଶୃଙ୍ଗୀ ଙ୍କର ଜଣେ ନିଷ୍ଠାପର ଭକ୍ତ ଥିଲେ ଏବଂ ଦେଶ ରଦେଶର ବିଭିନ୍ନ ଆଞ୍ଚଳ ରେ ଥିବା ତାଙ୍କର ମଦିରକୁ ଦର୍ଶନ ନିମନ୍ତେ ନିୟମିତ ଯାଉଥିଲେ । କିନ୍ତୁ ସମୟକ୍ରମେ  ବାର୍ଦ୍ଧକ୍ୟ ଆସିବା ପରେ ସେ ଆଉ ଦୀର୍ଘ ପଥ  ଯାତ୍ରା କରିବାକୁ ଅସମର୍ଥ ହେବା ଯୋଗୁ ଆଉ ଦର୍ଶନ ପାଇଁ ଯାଇ ପାରିଲେ ନାହିଁ । ଦିନେ ରାତିରେ ଦେବୀ ଶପ୍ତର୍ଶୃଙ୍ଗୀ ସ୍ଵପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ " ତମେ ଯଦି ମୋ ପାଖକୁ ଆସି ପାରୁନାହଁ, ମୁ ତୁମ ପାଖକୁ ଯିବି ଓ ତୁମ  ନିକଟ ରେ ରହିବି ।"  ସେ ତାଙ୍କୁ ପୁନେ ସହର ରସହରର ଉତ୍ତର-ପଶ୍ଚିମ ଭାଗରେ ଥିବା ପର୍ବତ କୁ ଆସି ଖୋଦନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ । ସତକୁ ସତ ନିର୍ଦ୍ଧାରିତ ଜାଗା ଚିହ୍ନଟ କରି ସେଠାରେ ଖୋଦନ କରିବାରୁ ଅଲୌକିକ ଭାବରେ ସେଠାରେ ଦେବୀ ସ୍ୱୟମ୍ଭୁ ଙ୍କ ପ୍ରକୃତିକ ମୂର୍ତି ପ୍ରଘଟ ହେଲା । ମହାଜନ ସେଇ ସ୍ଥଳରେ ମନ୍ଦିର ନିର୍ମାଣ କାଳେ ଯାହାକି ପରବର୍ତୀ କାଳ ମାନଙ୍କ ରେ ପୁନଃ ଉନ୍ନତିକରଣ ହେଇ ବର୍ତ୍ତମାନର ସ୍ଥିତି କୁ ଆସିଲା ।  
 
== ଆରାଧ୍ୟ ଦେବୀ ==
ଏହି ମନ୍ଦିର ରମନ୍ଦିରର ମୁଖ୍ୟ ଆରାଧ୍ୟ ଦେବୀ ହଉଛନ୍ତି ଦେବୀ ଚତୁର୍ଶୃଙ୍ଗୀ ଯିଏ  ଦେବୀ ଅମ୍ବାରେଶ୍ଵରୀ ନାମ ରେ ମଧ୍ୟ ପରିଚିତ । ଏପରିକି ପୁନା  ସହରର ଅଧଷ୍ଠାତ୍ରୀ ଦେବୀ ହିସାବ ରେ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି । ମନ୍ଦିର ପରିଚାଳନା ପାଇଁ ଚତୁର୍ଶୃଙ୍ଗୀ ଟ୍ରଷ୍ଟ ରହିଛି ଏବଂ ପ୍ରତିବର୍ଷ ନବରାତ୍ର ସମୟ ରେ ପାହାଡ ରପାହାଡର ପଦ ଦେଶ ରେ ବିରାଟ ମେଳା ରମେଳାର ଆୟୋଜନ ହୁଏ । ଏହି ମେଳା କୁ ବିଭିନ୍ନ ଅଞ୍ଚଳ ରୁ ବହୁ ଭକ୍ତ ଆସନ୍ତି ଦେବୀ ଚତୁର୍ଶୃଙ୍ଗୀ ଙ୍କ ଆରାଧନା ପାଇଁ ।  
==ଆଧାର==
{{ଆଧାର}}