"ଚଉଖୁଟିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Chaukhutia"
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
{{Infobox settlement|name=Chaukhutia|settlement_type=Town|pushpin_map=India Uttarakhand#India|pushpin_map_caption=Location in Uttarakhand, India|latd=29|latm=53|lats=05|latNS=N|longd=79|longm=21|longs=05|longEW=E|coordinates_display=inline,title|subdivision_type=Country|subdivision_name={{flag|India}}|subdivision_type1=[[States and territories of India|State]]|subdivision_type2=[[Divisions of India|Division]]|subdivision_type3=[[List of districts of India|District]]|subdivision_name1=[[Uttarakhand]]|subdivision_name2=[[Kumaon division|Kumaun]]|subdivision_name3=[[Almora district|Almora]]|established_title=<!-- Established -->|unit_pref=Metric|population_density_km2=auto|demographics_type1=Languages|demographics1_title1=Official|timezone1=[[Indian Standard Time|IST]]|utc_offset1=+5:30|postal_code_type=[[Postal Index Number|PIN]]|registration_plate=UK 01|website={{URL|uk.gov.in}}}}'''ଚଉଖୁଟିଆ , '''ଭାରତୀୟ ରାଜ୍ୟ ଉତ୍ତରଖଣ୍ଡ ରଉତ୍ତରଖଣ୍ଡର ଅଲମୋରା ଜିଲ୍ଲା ରେ ଥିବା ଏକ ସହର । ରାମଗଙ୍ଗା ନଦୀ ତୀର ରେ ଏହା ଅବସ୍ଥିତ , ଏହି ଚିତ୍ରସଦୃଶ ସୁନ୍ଦର ସ୍ଥଳ କୁମାୟନ ଭାଷା ରଭାଷାର " ଛଉ- ଖୁତ" ବା ଚାରିଟି ଗୋଡ ରୁ ସୃଷ୍ଟି ହେଇଛି । ତାହା ପ୍ରକୃତ ରେ ଚାରିଟି ଦିଗ କୁ ସୁଚେଇ ଥାଏ । ପ୍ରଥମ ଦିଗ ଟି ରାମନଗର , ଦ୍ଵିତୀୟ କରଣପ୍ରୟାଗ , ତୃତୀୟ ରାନୀଖେଟ ଓ ଚତୁର୍ଥ ଟି ତଦଗତାଳ ଖଇରା ନାମକ ଅଞ୍ଚଳ କୁ ଦେଖାଏ । ଏହି ସ୍ଥାନ ରୁ ଅଞ୍ଚଳ ରଅଞ୍ଚଳର ସବୁ ଆଡକୁ ଗମନାଗମନ ରଗମନାଗମନର ସୁବିଧା ରହିଛି । 
 
== ମନ୍ଦିର ଓ ଇତିହାସ ==
 ହିନ୍ଦୁ ଦେବୀ କାଲୀ ଙ୍କୁ ଆରାଧ୍ୟା ଦେବୀ ହିସାବ ରେ ଆରାଧନା କରାଯାଉଥିବା କାଲୀ ମନ୍ଦିର କୁ ଏଠାରେ ଅଙ୍ଗେରୀ ଦେବୀ ମନ୍ଦିର ନାମ ରେ କୁହାଯାଇଥାଏ । ରାମଗଙ୍ଗା ନଦୀ କୁଳ ରେ ଥିବା ଏହି ମନ୍ଦିର ସ୍ଥଳ ରେ ପ୍ରତିବର୍ଷ ଅଷ୍ଟମୀ ମେଳା ହେଇଥାଏ । ଏଠାକୁ ସମଗ୍ର ଅଞ୍ଚଳ ରୁ ବହୁ ସଂଖ୍ୟକ ଭକ୍ତ ଆସି ପଶୁବଳି ଦେଇଥାନ୍ତି । ଏଠାରୁ 6 କିଲୋମିଟର ଦୂରରେ ପ୍ରାଚୀନ ଲଖଣପୁର ମନ୍ଦିର ରହିଛି । ଏହାକୁ କଟୟୁରୀ ରାଜା ନିର୍ମାଣ କରିଥିଲେ । ଏହା ନିକଟ ରେ ପ୍ରାଚୀନ କଟୟୁରୀ  ରାଜ୍ୟ ରରାଜ୍ୟର ରାଜମହଳ ଓ ଦୁର୍ଗ ରଦୁର୍ଗର ଭଗ୍ନାବଶେଷ ମଧ୍ୟ ଏକ ଦର୍ଶନୀୟ ସ୍ଥଳ ହିସାବ ରେ ରହିଛି । ଏହି ସ୍ଥାନ କୁ " ଭାଇରାତ " ନାମରେ ମଧ୍ୟ କୁହାଯାଉଥିଲା ଓ ପ୍ରବାଦ ଅନୁସାରେ ଏହା ମହାଭାରତ ରମହାଭାରତର ରାଟ ରାଜା ଙ୍କ ରାଜଧାନୀ ଥିଲା । ଏଠାରେ ପାଣ୍ଡବ ମାନେ କିଛି କାଳ ରହିଥିଲେ ନୋଳି ଓକ କଥା ରୁ ଜଣାପଡେ । 
 
== ଗେଲେରୀ ==
"https://or.wikipedia.org/wiki/ଚଉଖୁଟିଆ"ରୁ ଅଣାଯାଇଅଛି