"ଗଡ଼କାଳିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ର +ର )
୩୪ କ ଧାଡ଼ି:
}}
 
ମଧ୍ୟ ପ୍ରଦେଶରେ [[ଶିପ୍ରାନଦୀ]] ବା କ୍ଷିପ୍ରା ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ନଗରୀ ଅବନ୍ତିକା ବା ଏବର [[ଉଜ୍ଜୟିନୀ]] ର ପ୍ରାଚୀନତମ ଧର୍ମପୀଠଗୁଡ଼ିକ ମଧ୍ୟରେ '''ଗଡ଼କାଳିକା ମନ୍ଦିର''' ଅନ୍ୟତମ । ପ୍ରତି ବର୍ଷ ଉବୈର୍ଜନରେ 'କାଳିଦାସ ମହୋତ୍ସବ' ଅନୁଷ୍ଠିତ ହେବା ପୂର୍ବରୁ ଗଡ଼କାଳିକା ମନ୍ଦିରରେ ମାତାଙ୍କ ବିଶେଷ ପୂଜାପାଠ କରାଯାଏ ।<ref name=sambadepaper>{{cite news|title=Gadakalika Temple|url=http://sambadepaper.com/Details.aspx?id=205890&boxid=2285256|accessdate=4 November 2015|date=4 November 2015}}</ref>
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁଯାୟୀ କାଳଜୟୀ କବି କାଳିଦାସ ଏହି ମନ୍ଦିରରେ ପ୍ରାର୍ଥନା କରି, ମାତାଙ୍କ ଆଶୀର୍ବାଦରୁ ମହାକବି ହୋଇପାରିଥିଲେ ।