"କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Koundinya Wildlife Sanctuary"
 
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
{{Infobox Protected area|name=Koundinya Wildlife Sanctuary|iucn_category=IV|photo=Andhra Pradesh - Landscapes from Andhra Pradesh, views from Indias South Central Railway (77).JPG|photo_width=250px|photo_caption=View of a part of the Sanctuary|map=India Andhra Pradesh|map_caption=Location of Koundinya Wildlife Sanctuary in Andhra Pradesh, India.|location=[[Andhra Pradesh]], [[India]]|nearest_city=[[Chittor]]|coords_ref=<ref name="OFF">{{cite web|url=http://forest.ap.nic.in/WL%20KAUNDINYA.htm |title=APFD Website |publisher=Forest.ap.nic.in |date= |accessdate=2012-07-30}}</ref>|coords={{coord|13|01|30|N|78|38|42|E|region:IN|format=dms|display=inline,title}}|area={{convert|357.6|km2|acre|abbr=on}}|established=December 1990|governing_body=[[Andhra Pradesh Forest Department]]}}
[[ଫାଇଲ:Working_Elephant_Vietnam.jpg|thumb|Indian elephant]]
'''କୌନ୍ଦିନ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ରହିଥିବା ଏକ ଅଭୟାରଣ୍ୟ ଓ ହସ୍ତୀ ରିଜର୍ଭ । ଏହା ଆନ୍ଧ୍ରପ୍ରଦେଶ ରଆନ୍ଧ୍ରପ୍ରଦେଶର ଏକମାତ୍ର ଅଭୟାରଣ୍ୟ ଯେଉଁ ଠାକୁ ନିକଟବରତି ଅରଣ୍ୟ ରୁ ହାତୀ 200 ବର୍ଷ ପରେ ଆସୁଛନ୍ତି ।  '''<ref name="IBA">http://ibcn.in/wp-content/uploads/2011/12/13-136-168-Andhra-Pradesh.pdf</ref>
 
== ଇତିହାସ ==
କୌନ୍ଦିନ୍ୟା ଅଞ୍ଚଳ କୁ ହାତୀ ମାନେ 200 ବର୍ଷ ପରେ ପ୍ରତ୍ୟାଗମନ କରିଛନ୍ତି । 1983 ରୁ 1986 ମସିହା ମଧ୍ୟ ରେ ବହୁ ସଂଖ୍ୟା ରେ ହାତୀ ପଲ ତାମିଲନାଡୁ ରତାମିଲନାଡୁର ଅନେକାଳ ହୋସୁର ଓ କର୍ଣାତକ ରକର୍ଣାତକର ବନନେର୍ଘାଟ୍ଟା ଅରଣ୍ୟ ରୁ ଏହି ଅଞ୍ଚଳ କୁ ଆସିଥିଲେ । ସେତେବେଳେ ଏହାକୁ ଏକ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଏବେ ଏଠାରେ 72 ଟି ହାତୀ ଥିବାର ଗଣନା କରାଯାଇଛି । <ref name="IBA">http://ibcn.in/wp-content/uploads/2011/12/13-136-168-Andhra-Pradesh.pdf</ref><ref name="HN">{{Cite web}}</ref>
 
== ଭୌଗୋଳିକ ସ୍ଥିତି ==
ଏହି ଅରଣ୍ୟ ପ୍ରସ୍ତରିତ ଓ ଗଭୀର ଉପତ୍ୟକା ସମୂହ ରେ ପରିପୂର୍ଣ । ଏଠାରେ ଶୁଷ୍କ ଜଙ୍ଗଲ ଥାଇ ପୁଷ୍କରିଣୀ ଓ ଝରଣା ମାନ ରହିଛି । ଏହି ଅଞ୍ଚଳ ରେ ଡେକାନ ମାଳ ଭୂମି ସମାପ୍ତ ହେଇ ତାମିଲନାଡୁ ସମତଳ ଭୂମି ରଭୂମିର ଆରମ୍ଭ ହେଇଛି । <ref name="HN">{{Cite web}}</ref>
 
== ଜୀବଜନ୍ତୁ ଓ ବୃକ୍ଷରାଜି ==
ଏଠାରେ ଆକାଶିଆ ,ବାଉଁଶ ଯତୋୟ ବୃକ୍ଷ ବହୁଲ ପରିମାଣ ରେ ଦେଖାଯାଏ । ଏହାର ଘଞ୍ଚ ଅରଣ୍ୟ ଅଞ୍ଚଳ ରେ ହାତୀ ବ୍ଯତୀତ ଶ୍ଳଥ ଭାଲୁ , ପାନ୍ଥର , ଜଙ୍ଗଲି ବିରାଡି ଇତ୍ୟାଦି ପଶୁ ମଧ୍ୟ ରହିଥାନ୍ତି ।  ଏହି ଅରଣ୍ୟ ରଅରଣ୍ୟର ହାତୀ ମାନେ ସମୟ ସମୟ ରେ ଜନପଦ ଆଡକୁ ଚାଲି ଆସୁଥିବାରୁ ତାହା ଜନ  ଜୀବନ ପାଇଁ  ବିପଦ ରବିପଦର କାରଣ ହେଇଥାଏ । 2002 ସୁଦ୍ଧା ହାତୀ ଆକ୍ରମଣ ରେ 42 ଜଣ ପ୍ରାଣ ହରେଇଥିବାର ଜଣାଜାଏ । 
<ref name="OFF"><cite class="citation web">[http://forest.ap.nic.in/WL%20KAUNDINYA.htm "APFD Website"]. </cite></ref>