"କଙ୍ଗ୍ ଫୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:କଳା using HotCat
ଟିକେ Bot: Automated text replacement (- ର +ର )
୬ କ ଧାଡ଼ି:
ମୂଳତଃ କଙ୍ଗ୍ ଫୁ ଅଭ୍ୟାସ କେବଳ ମାତ୍ର ସାମରିକ କଳା କୁ ବୁଝାଉ ନଥିଲା । <ref>[http://www.fiveimmortals.com/wudang-kung-fu/ article on kung fu]</ref> ଏହା ଏକ ବ୍ୟକ୍ତିର ତାଲିମ ପ୍ରକ୍ରିୟାକୁ ବୁଝାଉଥିଲା । ତାଲିମ କହିଲେ ଶାରିରୀକ ଓ ମାନସିକ ଭାବରେ ଶକ୍ତିଶାଳୀ ହେବା ଏବଂ ଏକ ଦକ୍ଷତା ଶିଖିବା ଓ ବିକଶିତ କରିବା । ଏହା ଦୀର୍ଘ କାଳ ଅଭ୍ୟାସ ଓ ଚେଷ୍ଟା ଦ୍ୱାରା ପ୍ରାପ୍ତ ଦକ୍ଷତା କୁ ବୁଝାଏ । ଏହି ଅର୍ଥ ପୁରୁଣା ରଚନା ବଳୀରୁ, ବିଶେଷ କରି ନବ୍ୟ କନଫୁସିଅସ ଚିନ୍ତାଧାରା ଯାହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରେ, ସେଥିରୁ ଆସିଛି ।
 
ଲୋକଭାଷାରେ ଏହା ସାଧାରଣ ଦୈନନ୍ଦିନ କଳା ଯଥା ରୋଷେଇ ଓ ଲେଖିବା ଶୈଳୀ ଭଳି କାର୍ଯ୍ୟ ରେ ଦକ୍ଷତା କୁ ବୁଝାଇ ପାରେ । ଏହାର ଅର୍ଥ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଦକ୍ଷତା ହାସଲ ପାଇଁ ଶୃଙ୍ଖଳା ରଶୃଙ୍ଖଳାର ସହ ପରିଶ୍ରମ କରିଛି । ତେଣୁ ଲୋକ ଭାଷା ରେ ଏହା ଏହି ଶବ୍ଦର ମୂଳ ଅର୍ଥ କୁ ବୁଝାଏ ।
 
== ଆଧାର ==
"https://or.wikipedia.org/wiki/କଙ୍ଗ୍_ଫୁ"ରୁ ଅଣାଯାଇଅଛି