"ଇଣ୍ଟରନେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ର +ର )
ଟିକେ (removed Category:ବିଜ୍ଞାନ using HotCat)
ଟିକେ (Bot: Automated text replacement (- ର +ର ))
 
== ଜ୍ଞାନକୌଶଳ ==
ଇଣ୍ଟରନେଟ ରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ । ସର୍ଭର ଗୁଡିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭର ବା ମୁଖ୍ୟ କମ୍ପ୍ୟୁଟର ରେ ଡାଟା ସବୁ ସାଇତି ରଖା ଯାଇଥାଏ । ପ୍ରତ୍ୟେକ ସର୍ଭର ରସର୍ଭରର ସ୍ଵତନ୍ତ୍ର ନାମ ଏବଂ ଅଡ୍ରେସ ରହିଥାଏ । ଆମେ ଯେତେବେଳେ ଆମ କମ୍ପ୍ୟୁଟର ରେ ୱେବସାଇଟ ଖୋଳୁଛୁ, ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭର ରୁ ସମ୍ପୃକ୍ତ ପ୍ରୁଷ୍ଠା କୁ ଆମ କମ୍ପ୍ୟୁଟର ରେ ଦେଖେଇ ଥାଏ ।
== ଆଧାର ==
{{ଆଧାର}}
୫,୬୧୭

ଗୋଟି ସମ୍ପାଦନା