"ଆଷ୍ଟ୍ରୋସାଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ର +ର )
୧୧୩ କ ଧାଡ଼ି:
 
== ଇତିହାସ ==
୧୯୯୬ ମସିହାରେ ଏକ ସାଟେଲାଇଟରେ ଖଞ୍ଜା ଯାଇଥିବା ମହାକାଶ ପର୍ଯ୍ୟବେକ୍ଷଣକାରୀ ରଞ୍ଜନରଶ୍ମୀ ପରୀକ୍ଷଣ ଯନ୍ତ୍ରାଂଶ (IXAE) ର ସଫଳତାରେ ପ୍ରଭାବିତ ହୋଇ ୨୦୦୪ ମସିହାରେ ଏକ ସମ୍ପୂର୍ଣ୍ଣ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହର ବିକାଶ ପାଇଁ [[ଭାରତୀୟ ମହାକାଶ ଗବେଷଣା ସଂସ୍ଥା]]<nowiki/>ର ଅନୁମୋଦନ ମିଳିଥିଲା।
 
== କାଳକ୍ରମ ==
* '''ଅପ୍ରେଲ ୨୦୦୯:''' ଉପଗ୍ରହରେ ଖଞ୍ଜାଯିବାକୁ ଥିବା ଜଟିଳ ବୈଜ୍ଞାନିକ ଯନ୍ତ୍ରାଂଶ ଗୁଡିକ ଟାଟା '''ମୌଳିକ ଗବେଷଣା ଅନୁଷ୍ଠାନ''' (TIFR) ର ବୈଜ୍ଞାନିକ ମାନଙ୍କ ଦ୍ୱାରା ବିକଶିତ ହେଲା।
* '''ମଇ ୨୦୧୫:''' ଆଷ୍ଟ୍ରୋସାଟରେ ବିଭିନ୍ନ ଯନ୍ତ୍ରାଂଶ ଖଞ୍ଜିବାର ପ୍ରକ୍ରିୟା ସରିଲା ପରେ ଅନ୍ତିମ ପରୀକ୍ଷାମାନ କରାଗଲା।
* '''୨୮ ସେପ୍ଟେମ୍ବର ୨୦୧୫:''' ସତୀଶ ଧବନ ମହାକାଶ କେନ୍ଦ୍ରରୁ ସକାଳ ୧୦ଟା ସମୟରେ ପିଏସଏଲଭି-ଏକ୍ସଏଲ ରକେଟ ଦ୍ୱାରା ଉତକ୍ଷେପଣ କରାଗଲା।