"ଆନା ସାଗର ହ୍ରଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୨୮ କ ଧାଡ଼ି:
}}
[[ଫାଇଲ:The_Anasāgar_Lake_1_PHOTOGRAPHED_BY_FATEH.RawKEy.jpg|thumb|ଆନା ସାଗର ହ୍ରଦ]]
'''ଆନା ସାଗର ହ୍ରଦ , ''' ଭାରତୀୟ ରାଜ୍ୟ ରାଜସ୍ଥାନ ରରାଜସ୍ଥାନର ଅଜମର ସହର ରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ । ଏହା ଏଇତିହାସିକ ସମ୍ରାଟ ପୃଥ୍ଭିରାଜ ଚୌହାନ ଙ୍କ ପିତାମହ ଅମୋରାଜା ( ଆନା ) ଙ୍କ ଦ୍ଵାରା ୧୧୩୫ ରୁ ୧୧୫୦ ମସିହା ମଧ୍ୟ ରେ ନିର୍ମିତ ହେଇଥିଲା । ଏହି ହ୍ରଦ ୧୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପରେ ୧୬୩୭ ମସିହା ରେ ଦିଲ୍ଲୀ ରଦିଲ୍ଲୀର ମୋଗଲ ସମ୍ରାଟ ସାହାଜାହାନ ଏହାର ବରାଦରୀ ବା ପାଭିଲିଆନ ନିର୍ମାଣ କରେଇଥିଲେ । ଜାହାଙ୍ଗୀର ତାଙ୍କ ରାଜୁତି କାଳ ରେ ଏଠାରେ ଦୌଲତ ବାଗ ବଗିଚା ସ୍ଥାପନ କରିଥିଲେ । 
 
 
== ପର୍ଯ୍ୟଟନ  ==
ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଜନପ୍ରିୟ ସ୍ଥାନ । ଏହି ହ୍ରଦ ରହ୍ରଦର ନିକଟ ରେ ଅବସ୍ଥିତ ପାହାଡ ଉପରେ ଏକ ସର୍କିଟ ହାଉସ ରହିଛି । ଏହି ସର୍କିଟ ହାଉସ ବ୍ରିଟିଶ ମାନଙ୍କ ଶାସନ ସମୟ ରେ ନିର୍ମିତ ହେଇଥିଲା । ହ୍ରଦ ମଧ୍ୟ ରେ ଥିବା ଦ୍ଵିପ କୁ ବୋଟ ସାହାଯ୍ୟ ରେ ଯିବାର ସୁବିଧା ରହିଛି । ଏହି ହ୍ରଦ ରହ୍ରଦର ସୁନ୍ଦରତା କୁ ବଜାୟ ରଖିବାକୁ ଏହା ନିକଟବର୍ତୀ ଅଞ୍ଚଳ ରେ ନୂତନ ନିର୍ମାଣ କୁ ହାଇ କୋର୍ଟ ବନ୍ଦ କରିଛନ୍ତି । 
 
== କିମ୍ବଦନ୍ତୀ ==
ଲୋକ କଥା ରେ ପ୍ରଚଳିତ ଅଛି , ଯେତେବେଳେ ମୁସଲିମ ସନ୍ଥ ମୋଇନୁଦ୍ଦିନ ଚୃଷ୍ଟି ତାଙ୍କର ସହଚର ମାନଙ୍କ ସହ ଏହି ହ୍ରଦ ଭ୍ରମଣ ରେ ଆସିଲେ ତାଙ୍କୁ ଏହି ହ୍ରଦ ରହ୍ରଦର ପାଣି ବ୍ୟବହାର କରିବାକୁ ବାରଣ କରାଗଲା । ସେ ଗୋଟିଏ କପ ରେ ପଣି ମାଗିଲେ । ତାହା ତାଙ୍କୁ ଦିଅ ଯିବା ପରେ ସେ ସେଇ ପାଣି ପିଇବା ପରେ ଦେଖାଗଲା ପୁରା ହ୍ରଦ ରହ୍ରଦର ପାଣି ଶୁଖିଗଲା । ଏହା ପରେ ଲୋକ  ମାନେ ମାଫି ମାଗି ତାଙ୍କୁ ଅନୁରୋଧ କରିବାରୁ  ସେ ପୁଣି ହ୍ରଦ ରେ ଜଳ ଭର୍ତି ହେଇଯିବାକୁ ଆଦେଶ ଦେଲେ । ସେହି ଦିନ ରୁ ତାଙ୍କର ବହୁ ସଂଖ୍ୟା ରେ ଅନୁଗତ ସେ ଅଞ୍ଚଳ ରେ ରହିଲେ । 
 
== ଭାରତ ରଭାରତର ହ୍ରଦ ସମୂହ ରସମୂହର ତାଲିକା ==
* [[ଭାରତୀୟ ହ୍ରଦ ସମୂହ ରସମୂହର ତାଲିକା|List of lakes in India]]
 
== ଆଧାର ==