"ଆକାଶବାଣୀ କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ୱେବସାଇଟ ଲିଙ୍କ ବଦଳାଗଲା
ଟିକେ Bot: Automated text replacement (- ର +ର )
୫୪ କ ଧାଡ଼ି:
 
== ଇତିହାସ ==
# ୧୯୪୮ ଜାନୁଆରୀ ୨୮ତାରିଖରେ ଆକାଶବାଣୀ ରଆକାଶବାଣୀର କାର୍ଯ୍ୟକ୍ରମ ପ୍ରସାରଣ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟର ଦ୍ଵାରା କିଲ୍ଲାପଡ଼ିଆରୁ ଆରମ୍ଭ କରାଯାଇଥିଲା ।
# ୧୯୫୮ ମସିହା ମେ ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟର ଦ୍ଵାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା ।
# ୧୯୬୨ ମସିହା ଅଗଷ୍ଟ ୧୯ ତାରିଖରୁ କିଲ୍ଲାପୋର୍ଟରେ ଥିବା ଏକ କିଲୋୱାଟ ଟ୍ରାନ୍ସମିଟରରୁ 'ବିବିଧ ଭାରତୀ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
୭୨ କ ଧାଡ଼ି:
କୃଷିଭିତ୍ତିକ କାର୍ଯ୍ୟକ୍ରମ, ଆକାଶବାଣୀର ଅନ୍ୟତମ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅଟେ । ଏହାର ଉପସ୍ଥାପକମଣ୍ଡଳି କିଣୁ ପ୍ରଧାନ, ସାମଲ ପୁଅ, ବରାଳ ପୁଅ, ସନାଭାଇ, ପାର ଅପା ଆଦି ନାମରେ ଖୁବ ପରିଚିତ । ନୟନ କିଶୋର ମହାନ୍ତି, ରବୀନ୍ଦ୍ର ନାଥ ମହାନ୍ତି ଏବଂ ବିଜୟ କେତନ ମଙ୍ଗରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ସହିତ ବହୁ ଦିନରୁ ଜଡ଼ିତ ରହିଆସିଛନ୍ତି । 'ସମ୍ବାଦ', ଆକାଶବାଣୀର ଅନ୍ୟତମ ବୃହତ ଶ୍ରୋତା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଅଟେ । ଅନ୍ୟାନ୍ୟ ଗଣମାଧ୍ୟମଠାରୁ ଶୀଘ୍ର ଓ ସଠିକ ଖବର ପ୍ରସାରଣ କରି, ସମ୍ବାଦ ଶ୍ରୋତାମାନଙ୍କର ଖୁବ ବିଶ୍ଵାସଭାଜନ ହୋଇପାରିଛି । ମନୋରଞ୍ଜନ ଦାସ<ref>http://www.srjan.com/moreaward.aspx?awardid=37&events=4</ref>, ଯତୀନ ଦାସ ଏବଂ ଉପେନ୍ଦ୍ର ପାହାଡ଼ସିଂ ନିଜର ବଳିଷ୍ଠ ସମ୍ବାଦ ପାଠନ ଶୈଳି ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।
 
ଆକାଶବାଣୀର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ 'ନାଟକ' ର ସ୍ଥାନ ସ୍ଵତନ୍ତ୍ର । ଏଥିରେ ଧ୍ଵନିକୁ ଛବିରେ ରୂପାନ୍ତରିତ କରି ଅନୁଭବ କରାଯାଏ । କଟକ ଆକାଶବାଣୀରୁ [[ଦୁର୍ଗା ପୂଜା|ଦୁର୍ଗାପୂଜା]] ସମୟରେ [[ଦୁର୍ଗା|ମା'ଦୁର୍ଗାଙ୍କୁ]] ନେଇ ସ୍ଵତନ୍ତ୍ର ନାଟକ, [[ଖୁଦୁରୁକୁଣି ଓଷା|ଖୁଦୁରୁକୁଣି]] ବେଳେ [[ତଅପୋଇ]] ନାଟକ, [[କୃଷ୍ଣ ଜନ୍ମାଷ୍ଟମୀ|ଜନ୍ମାଷ୍ଟମୀ ଦିନ]], [[କୃଷ୍ଣ|ଶ୍ରୀକୃଷ୍ଣ]] ଜନ୍ମ ବୃତ୍ତାନ୍ତ ଓ ଲୀଳାକୁ ନେଇ ନାଟକ ପରିବେଷଣ କରାଯାଇଥାଏ । ସେହିପରି ସ୍ଵାଧୀନତା ଦିବସ ଭଳି ଗୁରୁତ୍ଵପୂର୍ଣ ଦିବସରେ ଦେଶାତ୍ମବୋଧକ ନାଟକ ପରିବେଷଣ କରାଯାଇଥାଏ । ବିଜ୍ଞାନ ଭିତ୍ତିକ ନାଟକଓ ଅନ୍ୟ ଭାଷାର ଅନୁବାଦ କରାଯାଇଥିବା ନାଟକ ମଧ୍ୟ ଆକାଶବାଣୀରେ ପରିବେଷଣ କରାଯାଏ । ଆକାଶବାଣୀ ମାଧ୍ୟମରେ [[ଗୋପାଳ ଛୋଟରାୟ]],<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA742|accessdate=28 January 2013|year=1987|publisher=Sahitya Akademi|isbn=978-81-260-1803-1|pages=742–}}</ref><ref>http://www.loc.gov/acq/ovop/delhi/salrp/chhotray.html</ref>,[[ବିଜୟ ମିଶ୍ର]], [[ରତି ରଞ୍ଜନ ମିଶ୍ର]] ପ୍ରମୁଖ ନାଟ୍ୟକାରମାନେ ଖୁବ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।
 
ଆକାଶବାଣୀରେ ସଙ୍ଗୀତ କାର୍ଯ୍ୟକ୍ରମର ଚାହିଦା ଅନେକ । ପ୍ରତି ଗାୟକ ଓ ଗାୟିକାଙ୍କର ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଳାକାର ହେବାଲାଗି ସ୍ଵପ୍ନ ରହିଥାଏ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଗାୟକ ଓ ସଙ୍ଗୀତଜ୍ଞ ଆକାଶବାଣୀ ମାଧ୍ୟମରେ ଛାନ୍ଦ, ଭଜନ, ଜଣାଣ, ଦେଶବନ୍ଦନା, ଚମ୍ପୂ, ଓଡ଼ିଶୀ, ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ପରିବେଷଣ କରି ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରାଇବାରେ ସମର୍ଥ ହୋଇଛନ୍ତି । ଭଜନରେ ସିଂହାରୀ ଶ୍ୟାମ ସୁନ୍ଦର କର, [[ରଘୁନାଥ ପାଣିଗ୍ରାହୀ]]<ref>http://hindu.com/2002/12/27/stories/2002122702440900.htm</ref> ଓଡ଼ିଶୀ ସଙ୍ଗୀତରେ, [[ଅକ୍ଷୟ ମହାନ୍ତି]], [[ପ୍ରଣବ ପଟ୍ଟନାୟକ]], [[ଚିତ୍ତ ଜେନା]], [[ସିକନ୍ଦର ଆଲାମ]]<ref>http://www.hindu.com/2010/08/10/stories/2010081054490200.htm</ref> ଆଦି ଆଧୁନିକ ସଙ୍ଗୀତ ପରିବେଷଣ କରି ଖୁବ ଲୋକପ୍ରିୟ ହୋଇପାରିଛନ୍ତି । [[ହରିପ୍ରସାଦ ଚୌରାଶିଆ]]ଙ୍କ ବଂଶୀବାଦନର ମୂଳଦୁଆ ଆକାଶବାଣୀ କଟକରେ ହିଁ ପଡ଼ିଥିଲା<ref>http://www.iitkgp.ac.in/top-awardees/causa1.php?Sl=86</ref><ref>http://spicmacay.com/news/flute-maestro-chaurasia-pays-musical-tribute-to-late-sikandar-alam</ref> । ସମ୍ବଲପୁରୀ ଲୋକଗୀତ [[ରଙ୍ଗବତୀ ରଙ୍ଗବତୀ କନକଲତା]] ଆକାଶବାଣୀ ମାଧ୍ୟମରେ ୧୯୭୮ ମସିହାରେ ଲୋକଲୋଚନକୁ ଆସିପାରିଥିଲା । [[ଜିତେନ୍ଦ୍ର ହରିପାଲ]]<ref>http://www.hindu.com/2001/05/27/stories/13270782.htm</ref>ଙ୍କ କଣ୍ଠସ୍ଵର କଟକ ଓ ସମ୍ବଲପୁର ଆକାଶବାଣୀ ଡେଇଁ ଦେଶର ଅନ୍ୟାନ୍ୟ କେନ୍ଦ୍ର ଏବଂ ପରେ ବିବିସିରେ ମଧ୍ୟ ପ୍ରସାରିତ ହୋଇଥିଲା ।