"ଅମ୍ବାଳିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (- ର +ର )
୧ କ ଧାଡ଼ି:
'''ଅମ୍ବାଳିକା''' [[ମହାଭାରତ]] ରେ କାଶୀରାଜା ଙ୍କ ପୁତ୍ରୀ ଥିଲେ ।<ref name="Princess Amba comes alive">{{cite web|title=ଅମ୍ବା ଙ୍କ ଉଦୟ|url=http://www.highbeam.com/doc/1G1-247391578.html|publisher=Star of Mysore (Highbeam)|accessdate=20 ଏପ୍ରିଲ 2012}}</ref> ଅମ୍ବାଳିକା ଙ୍କ ଦୁଇଜଣ ବଡ଼ ଭଉଣୀ ଥିଲେ । ସେମାନେ ହେଲେ ''' ଅମ୍ବା, ଅମ୍ବିକା '''। ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକା ଙ୍କ ସ୍ଵୟମ୍ବର ହେବାକୁ ଥିଲା । ସେମାନଙ୍କ ସ୍ଵୟମ୍ବରକୁ [[ଭୀଷ୍ମ]] ଏକୁଟିଆ ଆସି ସମସ୍ତ ରାଜା ମାନଙ୍କୁ ପରାସ୍ତ କରିଥିଲେ ଏବଂ ତିନି କନ୍ୟାଙ୍କୁ ହରଣ କରି ହସ୍ତୀନାପୁର ନେଇଯାଇଥିଲେ । ସେଠାରେ ସେ ତିନି କନ୍ୟାଙ୍କୁ ସତ୍ୟବତୀଙ୍କ ସାମ୍ନାରେ ପ୍ରସ୍ତୁତ କରିଥିଲେ ଯାହାଦ୍ୱାରା ସେମାନଙ୍କ ବିବାହ ହସ୍ତୀନାପୁର ରହସ୍ତୀନାପୁରର ରାଜା ଏବଂ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ଙ୍କ ସହ ସମ୍ପନ୍ନ ହୋଇଯାଉ । ଅମ୍ବିକା ଏବଂ ଅମ୍ବାଳିକା ବିଚିତ୍ରବିର୍ଯ୍ୟଙ୍କ ପତ୍ନୀ ହୋଇଥିଲେ ।<ref>Law, B.C. (1973). Tribes in Ancient India, Poona: Bhandarkar Oriental Research Institute, p.105</ref> କିନ୍ତୁ ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ ସେ ଦୁଇଜଣ ନିଃସନ୍ତାନ ରହିଗଲେ । ଭୀଷ୍ମ ପ୍ରଥମରୁ ବ୍ରହ୍ମଚାର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର, ଚିତ୍ରାଙ୍ଗଦ ତଥା ବିଚିତ୍ରବିର୍ଯ୍ୟ ଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ବଂଶ ଅସୁବିଧାରେ ଥିଲା । ଏହି ସମୟରେ ସତ୍ୟବତୀ ନିଜର ସବୁଠାରୁ ବଡ଼ପୁଅ ବେଦବ୍ୟାସଙ୍କୁ ମନେ ପକେଇଲେ ଏବଂ ଅମ୍ବିକା ଓ ଅମ୍ବାଳିକା ଙ୍କର ଗର୍ଭାଧାନ କରାଇଥିଲେ । <br />ସତ୍ୟବତୀ ଅମ୍ବାଲିକାଙ୍କୁ ନିର୍ଦ୍ଦେଶ ଦେଲେକି, ସେ ଅମ୍ବିକାଙ୍କ ପରି ନିଜ ଆଖି ବନ୍ଦ ନ କରନ୍ତୁ । ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ଯେତେବେଳେ ତାଙ୍କ କୋଳରୁ '''ପାଣ୍ଡୁ'''ଙ୍କ ଜନ୍ମ ହେଲା, ସେତେବେଳେ ସେ ଜନ୍ମରୁ ହିଁ ଦଣ୍ଡିସି ରୋଗରେ ଗ୍ରସ୍ତ ଥିଲେ । <ref>{{cite book| last = Rajagopalachari| first = Chakravarti | title = ମହାଭାରତ| editor = Jay Mazo| publisher= International Geeta Society|date =|pp160-163|accessdate = 2012-05-11}}</ref>
 
== ଆଧାର==