"ଅମର୍ତ୍ୟ ସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୯ କ ଧାଡ଼ି:
==ଗବେଷଣା==
 
୧୯୬୦ ଓ ୧୯୭୦ ଦଶକରେ ସେନଙ୍କର ପ୍ରବନ୍ଧାବଳୀ ସାମାଜିକ ଚଏସ୍ ତତ୍ତ୍ୱର ବିକାଶରେ ସାହାଯ୍ୟ କଲା । ୧୯୮୧ ମସିହାରେ ପ୍ରଥମେ ପ୍ରକାଶିତ ବହି "ପଭର୍ଟି ଆଣ୍ଡ୍ ଫାମିନ୍ସ୍ : ଆନ୍ ଏସେ ଅନ୍ ଏଣ୍ଟାଟେଲମେଣ୍ଟ୍ ଆଣ୍ଡ୍ ଡେପ୍ରିଭେସନ୍"ରେ ସେନ୍ ପ୍ରସ୍ତାବିତ କଲେ ଯେ ଦୁର୍ଭିକ୍ଷର ବଡ କାରଣ ସାମାଜିକ ବୈଷମ୍ୟ ଓ ଗଣତାନ୍ତ୍ରିକ ଉତ୍ତରଦାୟିତ୍ତ୍ୱର ଅଭାବ । ବିକାଶର ଅର୍ଥନୀତିର କ୍ଷେତ୍ରରେ ତାଙ୍କର ସାମର୍ଥ୍ୟ (କାପାବିଲିଟି)ର ଅବଧାରଣା ଗୁରୁତ୍ତ୍ୱପୂର୍ଣ । ୟୁ. ଏନ୍. ଡି. ପି. ର ମାନବ ବିକାଶ ରିପୋର୍ଟ୍ ଗୁଡିକୁ ଏହି ଅବଧାରଣାର ଫଳଶୃତି ବୋଲି ଧରାଯାଇପାରେ ।
 
==ଗ୍ରନ୍ଥାବଳୀ==