"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
୯୧ କ ଧାଡ଼ି:
 
==ପବନ ବେଗ ==
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନ ରପବନର ବେଗ ରେ ଆଧିକତ୍ୟା ଦେଖାଦିଏ.୨୦୧୩ ରେ ମହା ବାତ୍ୟା ଫାଇଲିଂ
ଯୋଗୁଁ ଅନଗୁଳ ରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.
 
୧୯୭ କ ଧାଡ଼ି:
 
== ଉପଲବ୍ଧ ସେବା ==
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗ ରମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି|
ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITY ରMUNICIPALITYର କାର୍ଯ୍ୟ କାରିତା ରହିଛି ।
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡ଼ିଶା ରଓଡ଼ିଶାର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତ ରଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି.
ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ.
ଅନ୍ୟ ରାଜ୍ୟ ପଥ ଅନ୍ୟ ସହର କୁ ଯୋଗାଯୋଗ କରୁଛି.
 
==ପ୍ରସାରଣ ସେବା==
ସହର ରେ ଆକାଶବାଣୀ କଟକ ରକଟକର FM ସେବା ୧୦୦.୧ MHz ରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀ ରଧରିତ୍ରୀର ଅନଗୁଳ ସଂସ୍କରଣ ସହର ରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି
 
== ଆଧାର ==
"https://or.wikipedia.org/wiki/ଅନୁଗୋଳ"ରୁ ଅଣାଯାଇଅଛି