"ଅଧିସେକେଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ସମୟ using HotCat
ଟିକେ Bot: Automated text replacement (- ର +ର )
୬ କ ଧାଡ଼ି:
UTC ହେଉଛି "ଆଣବିକ ସମୟ(atomic time)", ତାହା ସେସିୟମ (cesium)ର ଅତିଆକଳନ ବୈଦୁତିକ-ଚୁମ୍ବକୀୟ ଅଣୁ ପରିବର୍ତ୍ତନ କାଳ ସହ ଏକ ସେକେଣ୍ଡର ଅବଧି ସମାନ ଅଟେ । ଏହି ଅଣୁ ପରିବର୍ତ୍ତନଗୁଡ଼ିକ ଅତ୍ୟନ୍ତ ଭରସାଯୋଗ୍ୟ ଯେ ସେସିୟମ ଘଡ଼ି, ୧,୪୦୦,୦୦୦ ବର୍ଷର ଏକ ସେକେଣ୍ଡ ସହ ଠିକ ସମାନ ।
==ଯଥାର୍ଥତା==
ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ । ମିନ୍ ସୋଲର ଡେ ଯାହା ଦିନର ହାରାହାରି ଅବଧିକୁ ସୂଚାଏ । ଏହା ପୃଥିବୀରେ ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୀର୍ଘ ଅଟେ । ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ [[ସୂର୍ଯ୍ୟ]], [[ଚନ୍ଦ୍ର]] ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପର ଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡ ରସେକେଣ୍ଡର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟ ଠାରୁ ବହୁତ କମ । ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ,ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦ କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡାହୋଇ ୨୩:୫୯:୫୯ ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।<ref>http://time.com/3666522/leap-second/</ref><ref>http://www.washingtonpost.com/news/speaking-of-science/wp/2015/06/29/on-tuesday-the-world-gets-a-leap-second-are-we-all-gonna-die/</ref>
==ଅଧିସେକେଣ୍ଡର ପ୍ରବେଶ==
{| class="wikitable" style="float:right; margin-right: 0; margin-left: 1em; text-align: center;"