"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (4), ଦେବାଦେବୀ → ଦେବଦେବୀ (5) using AWB
ଟିକେ Bot: Automated text replacement (- ର +ର )
୧୮ କ ଧାଡ଼ି:
}}
 
'''ଅଥୀନା''' (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : [[:en:Athena|Athena]] , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ଗ୍ରୀକ୍ ଧର୍ମ ଓ ପୌରାଣିକ କିମ୍ୱଦନ୍ତୀ ଅନୁସାରେ ଅଥୀନା ବା ଅଥୀନି (କିମ୍ୱା ପାଲାସ୍ ଅଥୀନା ବା ଅଥୀନି) ହେଉଛନ୍ତି ବୁଦ୍ଧି-ବିଦ୍ୟା, ଗଣିତ, ସାହସ, ପ୍ରେରଣା, ସଂସ୍କୃତି, ନ୍ୟାୟ, ସାମରିକ କୌଶଳ, ଶକ୍ତି ଏବଂ ସମସ୍ତ କଳା, ଶିଳ୍ପ ଓ କୌଶଳ ରକୌଶଳର ଦେବୀ । ପ୍ରାଚୀନ ରୋମାନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ହେଉଛନ୍ତି ମିନର୍ଭା ।
 
ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀରମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ । ସେ ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ୍ ନଗରୀର ଅଧିଷ୍ଠାତ୍ରୀ କୁମାରୀ ଦେବୀ । ଏଥେନ୍ସ୍ ନଗରୀ ତାଙ୍କରି ନାମରେ ନାମିତ ଓ ଏଠାରେ ତାଙ୍କୁ ସମର୍ପିତ ପାର୍ଥେନନ୍ ନାମକ ବିଶାଳ ମନ୍ଦିର ରହିଛି । ସହଜେ ତ ସହର (polis)ର ସୁରକ୍ଷାଦାତ୍ରୀ ଦେବୀ ହିସାବରେ ପ୍ରାୟ ଅଧିକାଂଶ ଗ୍ରୀକ୍ ସହରମାନଙ୍କରେ ସେ ପୂଜ୍ୟ ଥିଲେ, ତେବେ ଏଥେନ୍ସ୍‌ରେ ସେ ଜୀବନର ଅଭିନ୍ନ ଅଙ୍ଗ ଥିଲେ ।
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି