"ଅଜିତ ଅଗରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ର +ର )
No edit summary
ଟିକେ (Bot: Automated text replacement (- ର +ର ))
| year = 2012
}}
'''ଅଜିତ ବାଳଚନ୍ଦ୍ର ଅଗରକର'''   ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200 ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂ ରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲ ରେ [[ଦିଲ୍ଲୀ]] ଓ [[କଲିକତା]] ପାଇଁ ଖେଳିବା ସହ ରଣଜୀ ଟ୍ରଫି ରେ [[ମୁମ୍ବାଇ]] ର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ ରେ ସେ ୨୦୦୬ ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟ ରେ ସେ ଭାରତ ରଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵକପ ରେ ଭାରତ ପାଇଁ ଖେଳିଥିଲେ । 
 
== ବ୍ୟକ୍ତିଗତ ଜୀବନ ==
୫,୬୧୭

ଗୋଟି ସମ୍ପାଦନା