"କଙ୍କେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ର +ର )
୨୯ କ ଧାଡ଼ି:
| postal_code_type = <!-- [[Postal Index Number|PIN]] -->
| registration_plate = JH
}}'''କଙ୍କେ ,  '''ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ରଝାଡ଼ଖଣ୍ଡର ରାଁଚୀ ଜିଲ୍ଲା ରଜିଲ୍ଲାର ଏକ ସହର । ଏଠାରେ କଙ୍କେ ଡେମ ନାମରେ ଏକ ବୃହତ ଜଳାଶୟ ରହିଛି ଓ ଏଠାରୁ ରାଁଚୀ ସହର କୁ ମଧ୍ୟ ଜଳ ଯୋଗାଣ ହେଇଥାଏ । କଙ୍କେ ମାନସିକ ଚିକିସ୍ଥଳୟ ଭାରତ ରଭାରତର ଏକ ବୃହତ ମାନସିକ ବ୍ୟାଧି ଗ୍ରସ୍ତ ଙ୍କ ହସ୍ପିଟାଲ । ଏହା ବ୍ରିଟିଶ ସମୟ ରେ ସ୍ଥାପିତ ହେଇଥିଲା । ଏଠାରେ ବୀର୍ସା କୃଷି ବିଶ୍ୱବିଦ୍ୟାଳୟ , କୋଇଲା ଖଣି ପରିଚାଳନା ପ୍ରତିଷ୍ଠାନ , ପଶୁ ହସ୍ପିଟାଲ ଓ ଅନ୍ୟ ପ୍ରତିଷ୍ଠାନ ସବୁ ଏଠାରେ ରହିଛି ।<ref>{{cite web|url=http://www.baujharkhand.org/conatct_bau.html|title=Birsa Agricultural University Kanke, Ranchi, Jharkhand|accessdate=17 October 2011}}</ref> 
 
== ଭୌଗୋଳିକ ଅବସ୍ଥିତି ==
କଙ୍କେ ରକଙ୍କେର ଭୌଗୋଳିକ ଅବସ୍ଥିତି {{Coord|23.43|N|85.32|E}}.<ref>[http://www.fallingrain.com/world/IN/38/Kanke.html Falling Rain Genomics, Inc - Kanke]</ref> ଏହା ସମୁଦ୍ରପତ୍ତାନ ଠାରୁ 2004 ଫୁଟ ଉପରେ ରହିଛି । 
 
== ଜନ ଆବାଦୀ ==
"https://or.wikipedia.org/wiki/କଙ୍କେ"ରୁ ଅଣାଯାଇଅଛି