"ଭାବନାଥ ମନ୍ଦିର , ମଊ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Bhavnath Temple, Mau"
 
ଟିକେNo edit summary
୧ କ ଧାଡ଼ି:
'''ଜୁନା ଭାବନାଥ ମନ୍ଦିର,''' ଭାରତୀୟ ରାଜ୍ୟ ଗୁଜୁରାଟ ର ଆରାବଳି ଜିଲା ର ଭିଲୋଡା ତାଲୁକ ର ମଉ ଗ୍ରାମ ରେ ଅବସ୍ଥିତ ଏକ [[ଶିବ]] ମନ୍ଦିର । 
 
ଏହାର ପ୍ରସ୍ତର ଖୋଦନ ରୁ ଜଣାପଡେ ଯେ ଏହାର ନିର୍ମାଣ 1300 ବର୍ଷ ପୂର୍ବରୁ  ହେଇଥିଲା । ଏଠାରେ ଏକ ଜଳାଶୟ ବା କୁଣ୍ଡ ରହିଛି । ତାହାର ନାମ ବୃଗୁକୁଣ୍ଡ ଓ କୁହାଯାଏ ଏହାର ପବିତ୍ର ଜଳ କୁଷ୍ଠ ରୋଗ ରୁ ମୁକ୍ତି ପ୍ରଦାନ କରିଥାଏ । ମନ୍ଦିର ଭଗବାନ ଶିବ ଙ୍କ ଆରାଧନା ପାଇଁ ରହିଛି । ହଠମାରୀ ନଦୀ ନିକଟ ରେ ଏହି ମନ୍ଦିର ରହିଛି । ଶ୍ରବଣ ମାସ ଶେଷ ସୋମବାର ଦିନ ଏଠାରେ ବୃହତ ମେଳା ଅନୁଷ୍ଠିତ ହେଇଥାଏ । ଏଠାରେ ମହଶିବରାତ୍ରି ମଧ୍ୟ ଭଲ ଭାବରେ ପାଳିତ ହେଇଥାଏ । .<ref>http://sabarkanthadp.gujarat.gov.in/sabarkantha/juna-bhavnath-mandir.htm</ref><ref name="gbp">{{cite book|url=https://books.google.com/books?id=dLUBAAAAYAAJ&pg=PA339|title=Gazetteer of the Bombay Presidency: Cutch, Palanpur, and Mahi Kantha|publisher=Printed at the Government Central Press|year=1880|page=433}}</ref>