"ଆମାଜନ ନ‌ଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{ଆଧାର_ନାହିଁ}}
ଆମାଜନ ନଦୀ [[ଦକ୍ଷିଣ ଆମେରିକା]] ର ସବୁଠାରୁ ବଡ ନଦୀ । ଏହାର ଲମ୍ବ ବହୁତ । ବିଗତ ଶହେ ବର୍ଷ ହେଲା ଅପୁରୀମାକ ନଦୀ ଏବଂ ନେଭଡୋମିଶିମି କୁ ଆମଜନ ନଦୀ ର ଉତ୍ସ ଭାବେ ଗଣା ଯାଉଥିଲା । କିନ୍ତୁ ୨୦୧୪ମସିହା ର ଏକ ଅନୁସନ୍ଧାନ ରୁ ଜଣାପଡିଲା ଏହାର ଉତ୍ପତ୍ତି [[ପେରୁ]] ର ମନ୍ତରୁ ନଦୀ ରୁ ହୋଇଛି ।
 
ଏହି ନଦୀ ର ସାଧାରଣ ଜଳ ପ୍ରବାହିତ ସ୍ତର ହେଉଛି ୨୦୯,୦୦୦ଘନ ମିଟର । ଏହା ଅନ୍ୟ ୭ଟି ବଡ ନଦୀ ଭିତରୁ ସବୁଠୁ ବଡ ନଦୀ । ଏହା ର ଆୟତନ ପ୍ରାୟ ୭,୦୫୦,୦୦ କିଲୋମିଟର । ଏହା ବ୍ରାଜିଲ ରେ ଥିବା ଅନ୍ୟ ନଦୀ ଠାରୁ ମଧ୍ୟ ବହୁତ ବଡ଼ ।